• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

DD
ସରକାରଙ୍କ ଦୃଷ୍ଟି ଆଢୁଅାଳରେ ପୁରୀ କପିଳେଶ୍ୱରର ପୁରାତନ ଅତିବଡ଼ି ବିଦ୍ୟାପୀଠ

ପୁରୀ : ରାସ୍ତାରେ ଅାଣ୍ଠୁଏ ଉଚ୍ଚର ପାଣି। ଅାଉ ପାଣି ଭିତରେ କିଛି ଛାତ୍ର ଚାଲି ଚାଲି ସ୍କୁଲ ଯାଉଛନ୍ତି ତ  ଅାଉ କିଛି ଛାତ୍ର ସାଇକେଲରେ ସ୍କୁଲକୁ ଯାଇଛନ୍ତି। କେବଳ ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଏହି ରାସ୍ତା ଦେଇ ସ୍କୁଲକୁ ଯାଅାନ୍ତି। ସ୍କୁଲକୁ ଭଲ...

sex
ସେକ୍ସ ରାକେଟ ଠାବ

ସମ୍ବଲପୁର :  ସମ୍ବଲପୁରର ଅଇଁଠାପାଲି ଥାନା ଶକ୍ତିନଗରରେ ଏକ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ା ଘରେ ଚଢ଼ଉ କରି ଅଇଁଠାପାଲି ପୁଲିସ ଘର ମାଲିକଙ୍କ ସହ ୭ଜଣ ଯୁବକ ଓ ୫ଜଣ ଯୁବତୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଅନେକ ଅାପତ୍ତିଜନକ ସାମଗ୍ରୀ ଜବତ...

education minister1
ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଗାଁ ବୁଲିଲେ ମନ୍ତ୍ରୀ

ଅାନ୍ଧ୍ରପ୍ରଦେଶ : ଅାନ୍ଧ୍ରପ୍ରଦେଶରେ ଥିବା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଗାଁ ବୁଲି ଲୋକଙ୍କ ସୁଖଦୁଃଖରେ ସାମିଲ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁରମ, ସୋମପେଣ୍ଟା, ମନ୍ଦସା ଅାଦି ଅଞ୍ଚଳର ୧୦ରୁ ଅଧିକ ଓଡ଼ିଆ ଗାଁ ବୁଲିବା ସହ ଓଡ଼ିଆ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ। ସ୍କୁଲରେ...

mao
କୁର୍ଲା ପଞ୍ଚାୟତ ଅଫିସ୍ ସମ୍ମୁଖରେ ମାଓ ବ୍ୟାନର ଓ ପୋଷ୍ଟର

ବିଷମ କଟକ : ଅାସନ୍ତାକାଲି ଠାରୁ ମାଓବାଦୀଙ୍କ ସହିଦ୍‌ ସପ୍ତାହ ପାଳନ ହେବାକୁ ଥିବାବେଳେ ବିଷମ କଟକ କୁର୍ଲା ପଞ୍ଚାୟତ ଅଫିସ୍ ସମ୍ମୁଖରେ ଅାଜି ଦେଖିବାକୁ ମିଳିଛି ମାଓ ବ୍ୟାନର ଓ ପୋଷ୍ଟର। ଗତକାଲି  ରାତିରେ ମାଓବାଦୀମାନେ ଏହି ପୋଷ୍ଟର ମାରିଥିବା ଜଣାପଡ଼ିଛି। ମାଓ ସଂଗଠନ ବଂଶଧାରା ଘୁମୁଷର...

naveen
ବିଶ୍ୱରେ ଲୁହାପଥର ଦର କମୁଥିବା ବେଳେ ଓଡିଶାରେ ବଢୁଛି : ନବୀନ ଜିନ୍ଦଲ

ଭୁବନେଶ୍ୱର: ଓଡ଼ିଶାରେ ଲୁହାପଥର ଓ କୋଇଲା ଦରକୁ ନେଇ ଶିଳ୍ପପତି ନବୀନ ଜିନ୍ଦଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶ୍ୱରେ ଲୁହାପଥର ଦର କମୁଥିବା ବେଳେ ଓଡିଶାରେ ବଢୁଛି ବୋଲି କହିଛନ୍ତି ନବୀନ ଜିନ୍ଦଲ। ଆଜି ସେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ନେଇ ଆଲୋଚନା କରିଛନ୍ତି।...

elephant
କୁଲାବିରାରେ ହାତୀ ଅାତଙ୍କ

ଝାରସୁଗୁଡା  : ଝାରସୁଗୁଡା ଜିଲ୍ଲା କୁଲାବିରାରେ ହାତୀ ଅାତଙ୍କ। ଅାଜି ସକାଳେ ୩ଟି ହାତୀ କୁଲାବିରା ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶି ଅାସିଥିଲେ। ଗାଁର କେତେ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିବା ଜଣା ପଡିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀକୁ ତୁରେଇକେଲା ଜଙ୍ଗଲ...

vlcsnap-error456
କୋଚିଳା ନଦୀବନ୍ଧରେ ଫାଟ

ଭଦ୍ରକ: ଭଦ୍ରକ ଧାମନଗର ବ୍ଲକର କୋଚିଳା ନଦୀବନ୍ଧରେ ଫାଟ ଦେଖାଦେଇଛି। ତରେଇସାହି ନିକଟରେ ନଦୀବନ୍ଧର ବାମ ପାର୍ଶ୍ୱ ଦବି ଯାଇଥିବା ଜଣା ପଡ଼ିଛି। ନଦୀବନ୍ଧ ଦବିବା ଯୋଗୁଁ ପ୍ରାୟ ୫୦ଫୁଟ୍‌ର ଫାଟ ହୋଇ ଯାଇଛି। ଏଥିପାଇଁ ଲୋକ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ବଡ଼ ବର୍ଷା...

new film
ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ଦୁଇଟି ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ  ରିଲିଜ ହୋଇଛି ଦୁଇଟି ବଡ ଫିଲ୍ମ। ହଲିଉଡ ଓ ବଲିଉଡ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗୋଟିଏ ପଟେ ରିଲିଜ୍‌ ହୋଇଛି ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ସାହିବ ବିବି ଔର ଗ୍ୟାଙ୍ଗଷ୍ଟାର୍ ଥ୍ରୀ’ ଯେଉଁଥିରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟାର ଭୁମିକାରେ ନଜର...

phone
ଚାଷୀଙ୍କୁ ରାଜ୍ୟ ସରକାର ଦେବେ ଅାଣ୍ଡ୍ରଏଡ୍‌ ଫୋନ୍

ଭୁବନେଶ୍ୱର : ସ୍ମାର୍ଟ ହେବେ ଚାଷୀ। ସେମାନଙ୍କୁ ଦିଆଯିବ ସ୍ମାର୍ଟ ଫୋନ୍। ପ୍ରତି ଜିଲ୍ଲାରୁ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଜି ଏ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ପ୍ରତି ଜିଲ୍ଲାର...

ଶିଶୁ ନିର୍ଯାତନା
ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯାତନା ଅଭିଯୋଗ, ଲୋକଲଜ୍ଜା ଭୟରେ ବିଷ ପିଇଲା ଅଭିଯୁକ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି । ୮ ବର୍ଷର ଶିଶୁକୁ ଜଣେ ବୟସ୍କ ବ୍ୟକ୍ତି ଅପ୍ରାକୃତିକ ଭାବେ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି। ଗତ ୨୪ ତାରିଖରେ ନାବାଳକ ଜଣଙ୍କ ଏକୁଟିଆ ଖେଳୁଥିବା ବେଳେ ଅଭିଯୁକ୍ତ ତାଙ୍କୁ...

vlcsnap-error114
ଆଟାଚିରୁ ମିଳିଲା ପିଲାଙ୍କ ଖେଳଣା

ପୁରୀ: ପିପିଲି ନିକଟ ବୀରପୁରୁଷୋତ୍ତମପୁର ଷ୍ଟେସନ ନିକଟରୁ ଜବତ ହୋଇଥିବା ସନ୍ଦିଗ୍ଧ ଆଟାଚିରୁ କୌଣସି ବିସ୍ଫୋରକ ମିଳି ନାହିଁ। ସେଥିରୁ ମିଳିଛି ପିଲାଙ୍କ ଖେଳଣା। ଛୋଟ ସୁରେଇରେ ଗୁଡ଼ା ହୋଇଥିବା ସୂତା ମିଳିଛି। ଆଟାଚିରୁ ପରୀକ୍ଷା କରିବା ପରେ ସ୍ପଷ୍ଟ କଲା ଆର୍‌ପିଏଫ୍ ରେଳ ଲାଇନରୁ ବିଦ୍ୟୁତ୍‌ ତାର...

vlcsnap-error163
ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ କଲେଜରେ ଛାତ୍ର ଅଶାନ୍ତି

ବ୍ରହ୍ମପୁର: ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ ବ୍ରହ୍ମପୁରର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ତେଜୁଛି ।  ଖାମଖିଆଲି ଭାବରେ ଯୁକ୍ତ ୩ ପରୀକ୍ଷାରେ ମୂଲ୍ୟାୟନ କରାଯାଇଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ର ଆନ୍ଦୋଳନ ଦେଖାଦେଇଛି। ଛାତ୍ରାଛାତ୍ରୀଙ୍କ ଅଭିଯୋଗ ଯେ ଯୁକ୍ତ ୩ର ଦ୍ୱିତୀୟ ସେମିଷ୍ଟାରର ମୂଲ୍ୟାୟନ...

vlcsnap-error839
ନିରାପଦ ନୁହେଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଠା

ଆଳି (କେନ୍ଦ୍ରାପଡ଼ା): ସରକାର ସ୍ୱାସ୍ଥ୍ୟେସବା ପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା କହୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି କ’ଣ ତାହା କେନ୍ଦ୍ରାପଡ଼ା ଜିଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର  ଦେଖିଲେ ଜଣାପଡ଼ିବ।  ଏହି ହସ୍ପିଟାଲ ସତେ ଯେମିତି ପାଲଟିଛି ଭୂତକୋଠି। କେଉଁଠି କାନ୍ଥରେ ଗଛ ଉଠିଲାଣି, ଆଉ କେଉଁଠି ଛାତ...

vlcsnap-error055
ତିନି ମାସ ହେଲା ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର

ରାୟଗଡା: ଗତ ତିନି ମାସ ହେଲା ଡାକ୍ତରଖାନା ଆସୁନାହାନ୍ତି ଡାକ୍ତର। ଦିନ ୧୦ଟା ଯାଏ ବି ଖୋଲୁନି ଡାକ୍ତରଖାନା। ଫଳରେ ରୋଗୀ ଉତ୍ତମ ଚିକିତ୍ସା ପାଇବା ବଦଳରେ ହନ୍ତସନ୍ତ ହେଉଛନ୍ତି। ଏମିତି ହୋଇଛି ରାୟଗଡା ଜିଲ୍ଲା କୁର୍ଲି ପଞ୍ଚାୟତର ଖମ୍ବେସୀ ଡାକ୍ତରଖାନାରେ। ଡାକ୍ତରଖାନା ଆଗରେ ଏପାଖ ସେପାଖ ହେଉଛନ୍ତି...

girakud
ହୀରାକୁଦରେ ୧୦ଟି ଗେଟ୍ ଖୋଲା

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ଆଜି ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୭୬ ହଜାର ୫୬ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସନ ହେଉଛି ୧  ଲକ୍ଷ ୬୪ ହଜାର ୩୨୬ ଘନ ଫୁଟ ଜଳ। ଡ୍ୟାମ୍‌ର ବାମ ପଟ...

vlcsnap-error433
ଲଣ୍ଡନ ବସ୍‌ରେ ଓଡ଼ିଶାର ଲୋଗୋ:ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ୍ ଆୟୋଜନ ନେଇ ଲଣ୍ଡନରେ ପ୍ରମୋସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ବିଶ୍ୱକପ୍ ହକି ଆୟୋଜନକୁ ନେଇ ଆମର ପ୍ରସ୍ତୁତିର ଖବର ଲଣ୍ଡନରେ ପହଞ୍ଚିଲାଣି। ଲଣ୍ଡନ ବସ୍‌ରେ ଓଡ଼ିଶାର ଲୋଗୋ ଏବଂ ଆମର ପର୍ଯ୍ୟଟନର ଝଲକ...

national-highway
ଏନ୍‌ଏଚ୍‌ରେ ଦୁର୍ଘଟଣା ବଢ଼ୁଛି, ଗୃହ ବିଭାଗକୁ ପରିବହନ ବିଭାଗର ଚିଠି

ଭୁବନେଶ୍ୱର: ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ କିପରି କମାଯାଇପାରିବ, ସେନେଇ ପରିବହନ ବିଭାଗ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଛି। NHରେ ପାଟ୍ରୋଲିଂ ପାଇଁ ଆବଶ୍ୟକ ପଦବି ପୂରଣ କରିବାକୁ ଚିଠିରେ ଦର୍ଶାଯାଇଛି। ଓଡ଼ିଶାରେ ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଥିବାରୁ ସଡ଼କ...

bricssummit
ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜୋହାନ୍ସବର୍ଗ: ବିଶ୍ୱର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟା, ବହୁ ପାକ୍ଷିକ ସହଯୋଗିତା ଓ ଦକ୍ଷତା ବିକାଶ ନିହାତି ଜରୁରୀ। ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିଳ୍ପ କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ମାଧ୍ୟମର ପ୍ରସାର ଦ୍ୱାରା ବିଶ୍ୱ ଏକ ନୂଆ...

vlcsnap-error868
ରାଜଧାନୀରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭୁବେନଶ୍ୱର: ରାଜଧାନୀ ପାଲଟିଲାଣି ଡ୍ରଗ୍‌ସ କାରବାରର ପେଣ୍ଠସ୍ଥଳ। ବାରମ୍ବାର ଚଢ଼ଉ ସତ୍ତ୍ୱେ ନିଶା କାରବାର କମୁନାହିଁ। ଆଜି ପୁଣି ଭୁବନେଶ୍ୱରରେ ବ୍ରାଉନ୍ ସୁଗାର ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଆଜି ହଳଦୀପଡ଼ିଆ କେଉଟସାହିରେ...

vlcsnap-error242
ପାଣି ଘେରରେ ଖୋର୍ଦ୍ଧା ବ୍ଲକ୍‌ର ୫ ପଞ୍ଚାୟତ, ଘରୁ ବାହାରି ପାରୁନାହାନ୍ତି ଲୋକେ

ଖୋର୍ଦ୍ଧା: ଜଳବନ୍ଦୀ ଅବସ୍ଥାରେ ଖୋର୍ଦ୍ଧା ବ୍ଲକର ୫ଟି ପଞ୍ଚାୟତ। ଉବୁଟୁବୁ ଗାଁ ଗଣ୍ଡା ରାସ୍ତା ଘାଟ, ବିଲ ବାଡ଼ି ସବୁଆଡେ ପାଣି। ୫ ଦିନ ହେବ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ହିରିମୂଳ, ଓରବରସିଂ, ଶରଧାପୁର, ଡିହଖଳା ଓ ଓରମି ପଞ୍ଚାୟତ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ...