• translate
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Sagar Kavach
ସମୁଦ୍ର ଦେଇ ଚାଲିଆସିବେ କି ଆତଙ୍କବାଦୀ?

ଜଳପଥ ଦେଇ ଅନୁପ୍ରବେଶ କରିବେ କି ଆତଙ୍କବାଦୀ? ଦେଖନ୍ତୁ କେମିତି ସମୁଦ୍ର ପଥରେ ଲଢେଇ କରୁଛନ୍ତି ସୁରକ୍ଷାକର୍ମୀ

Omicron Threat
୬ ଦିନରେ ମାରିଦେବ ଓମିକ୍ରନ : ଚିନ୍ତାରେ ସାରା ବିଶ୍ୱ

୬ ଦିନରେ ମାରିଦେବ ଓମିକ୍ରନ : ଚିନ୍ତାରେ ସାରା ବିଶ୍ୱ, ଏବେ ଜାପାନରେ କାୟା ବିସ୍ତାର କରୁଛି ଏହି ଭୂତାଣୁ

Odisha Farmers
ମାଳ ମାଳ ଯୋଜନା, ଗଣ୍ଡା ଗଣ୍ଡା ପୁରସ୍କାର କିନ୍ତୁ ଚାଷୀର ବଦଳୁନି ଭାଗ୍ୟ

ମାଳ ମାଳ ଯୋଜନା, ଗଣ୍ଡା ଗଣ୍ଡା ପୁରସ୍କାର କିନ୍ତୁ ଚାଷୀର ବଦଳୁନି ଭାଗ୍ୟ....ରୋଜଗାର କମୁଛି ଚଷା ପୁଅର

Bjp capture odisha in 2024
୨୦୨୪ ରେ ଓଡ଼ିଶା ଦଖଲ କରିବା ଲକ୍ଷ୍ୟରେ ବିଜେପି

୨୦୨୪ ରେ ଓଡ଼ିଶା ଦଖଲ କରିବା ଲକ୍ଷ୍ୟରେ ବିଜେପି : ପଂଚାୟତ ନିର୍ବାଚନ ଦଳ ପାଇଁ ସେମି ଫାଇନାଲ ମ୍ୟାଚ୍‌ ସଦୃଶ୍ୟ

kejriwal and sidhu
"ଖାଲି ନାଁକୁ ମହିଳା ସଶକ୍ତିକରଣ, ହେଲେ କ୍ୟାବିନେଟରେ ନାହାନ୍ତି ମହିଳା ମନ୍ତ୍ରୀ"

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ନିର୍ବାଚନ ପ୍ରଚାର ସମୟରେ ନବଜୋତ ସିଂହ ସିଦ୍ଧୁ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା ନାରୀ ସଶକ୍ତିକରଣ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି।

Shardul Thakur Engagement
ହାତକୁ ଦୁଇ ହାତ ହେବେ ଲର୍ଡ ଠାକୁର୍‌

ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ତର ଶାର୍ଦ୍ଦୁଲ ଠାକୁର । ଗତକାଲି ଶାର୍ଦ୍ଦୁଲ ନିଜ ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୁହିଁଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି।

83 Trailor Release
ରିଲିଜ୍ ହେଲା ଦେଶପ୍ରେମ ଉପରେ ଆଧାରିତ ଫିଲ୍ମ ‘83’

ବହୁଦିନର ଅପେକ୍ଷା ପରେ ରିଲିଜ୍‌ ହେଲା ଫିଲ୍ମ ‘83’ ର ଟ୍ରେଲର। ଫିଲ୍ମରେ ବଲିଉଡର ସେନସେସନ୍ ଦମ୍ପତି ରଣବୀର ଓ ଦୀପିକା ଦମଦାର ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମଟି ସମ୍ପୂର୍ଣ୍ଣ ଦେଶପ୍ରେମରେ ପରିପୂର୍ଣ୍ଣ ।

Cyclone To Brew In Bay Of Bengal In December, Says IMD Chief
ସାବଧାନ, ୪ ରେ ବାତ୍ୟା !

ପ୍ରବଳରୁ ଅତି ପ୍ରବଳ ବର୍ଷିବ.. ଆଣ୍ଡାମାନ ସାଗରରେ ଲଘୁଚାପ ଅଧିକ ଘନୀଭୂତ ହେଉଛି.. ଫଳରେ ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା... ଶୁଣନ୍ତୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କଣ ସୂଚନା ଦେଉଛନ୍ତି

Cyclone Update - Landfall On Dec 4, Odisha To Experience Heavy Rains From Dec 3
ଶନିବାର ଘାଣ୍ଟିବ ବାତ୍ୟା....

ଆସୁଛି ବାତ୍ୟା। ୪ ତାରିଖ ସକାଳେ ଉପକୂଳରେ ପହଞ୍ଚିବ ବାତ୍ୟା। ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଆଇଏମଡି ଡିଜି ଏହି ସୂଚନା ଦେଇଛନ୍ତି।

Lawyer's unique Constitution-themed wedding card goes viral, leaves netizens amused
ନିଆରା ବିବାହ କାର୍ଡ; କାର୍ଡରେ ଆଇନର ତର୍ଜମା କରିଛନ୍ତି ଓକିଲ ବର

ଦମ୍ପତିଙ୍କ ନିଆରା ବାହାଘର କାର୍ଡ । ଆସାମର ଜଣେ ଓକିଲ ନିଜ ବିବାହର ଏକ ନିଆରା କାର୍ଡ ଛପାଇଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଲୋକମାନେ କାର୍ଡକୁ ପଢିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ।

Cyclone Theart To Odisha - North Coastal State Sees Early Paddy Harvesting
ଧାନ କାଟିବାରେ ଚଳଚଞ୍ଚଳ ଚାଷୀ ଭାଇ

ବାତ୍ୟା ଭୟରେ ଚଳଚଞ୍ଚଳ ଚାଷୀଭାଇ । ଆଗନ୍ତୁକ ବର୍ଷାକୁ ନେଇ ଶୀଘ୍ର ଧାନ କାଟିଦେଉଛନ୍ତି ଚାଷୀ । ବାଲେଶ୍ୱରରୁ ଏ ସଂପର୍କରେ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ବାଲେଶ୍ୱର ବ୍ୟୁରୋ ଚିପ୍ ରଶ୍ମୀ ରଞ୍ଜନ ଦାସ ।

Unknown Vehicle Hits Bike Killing 2 People In Kalahandi, Motorcycle Up In Flames
ଦୁର୍ଘଟଣାରେ ଜଳିଗଲା ବାଇକ ..୨ ମୃତ, ଜଣେ ଗୁରୁତର..

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଆରପିଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ଜଣ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଅଜଣା ଗାଡି। ଧକ୍କା ପରେ ସଂପୂର୍ଣ୍ଣ ଜଳିଗଲା ବାଇକ୍ । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର ।

BJP\'s Youth Wing Displays Black Flags To BJD Ministers In Rourkela
କ୍ରୀଡା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ରାଉରକେଲା ଗସ୍ତରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭିନୀଲ୍ କ୍ରିଷ୍ଣା, କ୍ରୀଡ଼ା ସଚିବ ଆସୁଛନ୍ତି I ବିଜେପିର ଯୁବ ମୋର୍ଚ୍ଚା ମନ୍ତ୍ରୀଙ୍କର ଗସ୍ତକୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି l ଆଜି ସ୍ପେସ୍ ଛକ ନିକଟରୁ ବିରୋଧ ବେଳେ ଉଠାଇ ନେଇଛି ପୁଲିସ I

21 Families In Odisha Demand CBI Probe Or Euthanasia
CBI ତଦନ୍ତ କର, ନହେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅ

ସିବିଆଇ ତଦନ୍ତ ନିର୍ଦେଶ ଦିଅ, ନହେଲେ ଇଛାମୃତ୍ୟୁ ଲାଗି ଅନୁମତି ଦିଅ । ଏମିତି ନେହୁରା ହୋଇଛନ୍ତି ନିଜ ସମ୍ପର୍କୀୟଙ୍କୁ ହରାଇଥିବା ରାଜ୍ୟର ୨୧ ପରିବାରର ସଦସ୍ୟ । ଦେଖନ୍ତୁ ପୁରା ଖବର ।

Protest By Odisha ‘Bride’ Enters Ninth Day
୯ ଦିନରେ ତପସ୍ୱିନୀଙ୍କ ଲଢ଼େଇ

୯ ଦିନରେ ତପସ୍ୱିନୀଙ୍କ ଲଢ଼େଇ। ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘର ଆଗରେ ୯ ଦିନ ହେଲା ଧାରଣାରେ ବସି ରହିଛନ୍ତି ତପସ୍ୱିନୀଙ୍କ ଦାସ । ଗତକାଲି କୋର୍ଟ ରାୟ ପ୍ରକାଶ କରିନଥିବା ବେଳେ ଆଜି ରାୟ ପ୍ରକାଶ ପାଇପାରେ। ଶୀତ କାକରରେ ତପସ୍ୱିନୀ ଆଜିକୁ ୯ ଦିନ...

VIMSAR To Conduct Genome Sequencing To Detect New Covid Variants Among Infected Students
ଲଗାମ ଲାଗୁନି ଭିମସାରରେ ପଜିଟିଭ୍ ସଂଖ୍ୟା

ବୁର୍ଲା ଭୀମସାରରେ ବଢ଼ୁଛି କରୋନା ସଂକ୍ରମଣ। ଆଉ ୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । ୭୪ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।

Invest Funds Where You Can Get Good Returns
ଯେଉଁଠି ଭଲ ରିଟର୍ଣ୍ଣ ମିଳୁଛି, ସେଇଠି ହିଁ ଅର୍ଥ ଲଗାନ୍ତୁ...

ଦିନକୁ ଦିନ ବ୍ୟାଙ୍କରେ ସୁଧ ହାର କମିବାରେ ଲାଗିଛି। ଯାହାକୁ ଦେଖି ହତାଶ ସଂଚୟକାରୀ। ଏବେ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏଇଠି ଲଗାନ୍ତୁ ଅର୍ଥ, ପାଆନ୍ତୁ ଭଲ ରିଟର୍ଣ୍ଣ...

Two-Day Joint Security Exercise ‘Sagar Kavach’ Begins In Odisha Coast
ସମୁଦ୍ର ଉପକୂଳରେ ଆରମ୍ଭ ହେଲା ଦୁଇ ଦିନିଆ ମିଳିତ ସମରାଭ୍ୟାସ 'ସାଗର କବଚ'

ଆଜି ଠାରୁ ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ । ରେଡ୍ ଟିମ୍ ଏବଂ ବ୍ଲୁ ଟିମ୍ ଭାବରେ ଦୁଇ ଭାଗ ହୋଇ ଆତଙ୍କବାଦୀ ସର୍ଚ୍ଚ ଅପରେସନର ମକଡ୍ରିଲ କରାଯାଉଛି । ଆତଙ୍କୀ ଛଦ୍ମବେଶରେ ରେଡ୍ ଟିମ୍ ଜଳପଥରୁ ସ୍ଥଳପଥକୁ ଅନୁପ୍ରବେଶ...

Dreams Of Siblings From Redhakhol Comes True After Drawing Attention Of CM & PM For Bridge Construction
ଭାଇଭଉଣୀ ଚିଠି ଲେଖି ଗାଁରେ କରିଦେଲେ ପୋଲ, ମିଳୁଛି ପ୍ରଶଂସା

ଭାଇଭଉଣୀଙ୍କ ପାଇଁ ଧନ୍ୟ ହୋଇଗଲା ଗାଁ । ଚିଠି ଲେଖି ସରକାରଙ୍କ ଉପରେ ଚାପ ପକାଇଦେଲେ । ଛୋଟ ଛୁଆ ଥିବା ବେଳେ ଗାଁର ସମସ୍ୟା ନେଇ ପୋଲ ତିଆରି କରିବାକୁ ଲେଖିଥିଲେ ଚିଠି । ଏବେ ପୋଲ ତିଆରି କାମ ସରିଲାଣି । ଗାଁ ଲୋକ ଏଇ...

Depression To Result In Heavy Rainfall In Odisha From Nov 30 To Dec 2
ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା

ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଡିସେମ୍ବର ୨ରୁ ରାଜ୍ୟରେ ଛେଚିବ ବର୍ଷା । ୩ ଓ ୪ରେ ଗଜପତି, ପୁରୀ, ଗଂଜାମକୁ ସତର୍କତା ଜାରି । ଛାନିଆ ଚାଷୀ, ଓୟୁଏଟି ଦେଲା ଫସଲ ସୁରକ୍ଷା ପରାମର୍ଶ ।