• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

bjp leader Jai Narayan Mishra
ଏବେ ସାର ପକାଇଛୁ, ୨୪ରେ ଫସଲ କାଟିବୁ-ଜୟନାରାୟଣ

ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଫେରିଛନ୍ତି କି ବିରୋଧୀ ଦଳ ନେତା ? ୨୦୨୪ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କେନ୍ଦ୍ରୀୟ ନେତାଙ୍କ ଠାରୁ ମିଳିଛି କି କିଛି ଗୁପ୍ତମନ୍ତ୍ର ? ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତାଙ୍କ ସ୍ୱରରେ ଏବେ ଦୃଢତା ଆଉ ବିଶ୍ୱାସ । ୨୦୨୪ ନିର୍ବାଚନରେ ରାଜ୍ୟରେ...

Congress President Election
କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଥରୁର, ଗେହଲଟ; କିଏ ଧରିବ ମଙ୍ଗ ?

​ କିଏ ହେବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ? କାହା ମୁଣ୍ଡରେ ବନ୍ଧାହେବ ଶିରପା ? ଅକ୍ଟୋବରରେ କଂଗ୍ରେସ ପାଇବା ତାର ନୂଆ ମୁଖିଆ। ଏଥର କଂଗ୍ରେସର ମଙ୍ଗ ଗାନ୍ଧି ପରିବାରର ସଦସ୍ୟ ଧରିବେ ନା ବାହାରର କାହା ହାତକୁ ଯିବ ? ଏ ନେଇ କଳ୍ପନାଜଳ୍ପନାର ଅନ୍ତ ନାହିଁ। ରାଜନୈତିକ...

CM punjab Bhagwant Mann
ମୁଖ୍ୟମନ୍ତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ଘଟଣାକୁ ନେଇ ବିରୋଧୀ ତାତିଲେ, କହିଲେ ମାନ୍‌ ନିଶାରେ ଥିଲେ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜର୍ମାନର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହାକୁ ନେଇ ଆପ ସରକାର ଏବଂ ଆପ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଳାଇ ଦିଆଗଲା ବୋଲି...

 South Africa Says to Give Back their Diamond
କୋହିନୂର ପରେ ଏବେ କୁଲିନାନ ହୀରା ଫେରାଇବାକୁ ବ୍ରିଟେନ ଉପରେ ପଡ଼ିଲା ଚାପ

ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ବଢୁଛି ହୀରା ଫେରାଇବାର ଦାବି। କୋହିନୂର ହୀରା ଫେରାଇବା ପାଇଁ ଭାରତ ଦାବି କରୁଥିବାବେଳେ ଏହି ତାଲିକାରେ ଏବେ ଆହୁରି ଅନେକ ଦେଶର ନାଁ ଯୋଡ଼ି ହୋଇଯାଇଛି। ଏବେ ଦକ୍ଷିଣ ଆଫ୍ରିକା ବି ଦାବି କରିଛି  ତା‘ର ହୀରାକୁ...

viral video from UP
ମହଙ୍ଗା ପଡ଼ିଲା କମେଣ୍ଟ ମରା; ଚପଲରେ ସେକି ଦେଇଗଲେ ଯୁବତୀ

ଯୁବତୀଙ୍କୁ କମେଣ୍ଟ ମାରିବା ଏକ ଅଭ୍ୟାସ ଥିଲା। ହେଲେ ସବୁଦିନ ସମାନ ଯାଏ ନାହିଁ।  ସେଦିନ  କମେଣ୍ଟ ମାରିବା ଏମିତି ମହଙ୍ଗା ପଡ଼ିବ ବୋଲି ସେ କେବେ ବି ଭାବି ନ ଥିଲେ । ଯୁବତୀ ଜଣକ କିଛି ସହଯୋଗୀଙ୍କ ସହ ମିଶି ଏମିତ ଧୂଲେଇ କଲେ ଯେ...

bjp legislator bishnu sathi is no more
ସଫଳତାରେ ବିଭୋର ହୁଅନ୍ତିନି କି ବିଫଳତାରେ ଭାଙ୍ଗି ପଡ଼ନ୍ତିନି ବିଷ୍ଣୁ ସେଠୀ

ବିଜେପିର ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ୬୧ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଟାଣୁଆ ସରକାର ବିରୋଧୀ ନେତା ଥିଲେ। ସଚିବାଳୟ ହେଉ ବା ହେଉ ସାମ୍ବାଦିକ ସମ୍ମିଳନୀ, ସମସ୍ତଙ୍କୁ...

King Charles meet president Draupadi Murmu
ମହରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ଦର୍ଶନ ପୂର୍ବରୁ କିଙ୍ଗ ଚାର୍ଲସଙ୍କୁ ଭେଟିଲେ ରାଷ୍ଟ୍ରପତି ମୁର୍ମୁ

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆଜି ଶେଷ ବିଦାୟ। ଆଜି ମହାରାଣୀଙ୍କ ସମ୍ପନ୍ନ ହେବ ଶେଷକୃତ୍ୟ । ମହାରାଣୀଙ୍କ ଅନ୍ତିମ ସଂସ୍କାର କାମରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଅଭିମୁଖେ ଯାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ୨ ଦିନିଆ ସରକାରୀ ଗସ୍ତରେ ଯାଇ ଶନିବାର ଲଣ୍ଡନରେ ପହଞ୍ଚିଛନ୍ତି।...

US President Joe Biden
ବାଇଡେନ କହିଲେ-ଚୀନ ଆକ୍ରମଣ କଲେ ତାଇବାନକୁ ସୁରକ୍ଷା ଦେବ ଆମେରିକା

ଦିନକୁ ଦିନ ବିଗୁଡୁଛି ଚୀନ-ତାଇବାନ ସ୍ଥିତି। ଦୁଇ ଦେଶ ମଧ୍ୟରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଯେମିତି ନିଆଁ ଲଗାଇ ଦେଇଛି। ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଚୀନ ତାଇବାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସେନା...

nabaratra puja
ନବରାତ୍ର ପୂଜା: କେଉଁ ଦେବୀଙ୍କୁ କେଉଁ ରଙ୍ଗରେ କରାଯାଏ ପୂଜା ?

ଏଥର ନବରାତ୍ର ପୂଜା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ପୂଜା ଶେଷ ହେବ ଅକ୍ଟୋବର ୪ ତାରିଖରେ।  ୫ ତାରିଖ ବିଜୟାଦଶମୀ  । ଚଳିତବର୍ଷ ମହାଷ୍ଟମୀ ପୂଜା  ଅକ୍ଟୋବର ୩ ତାରିଖରେ ପଡ଼ୁଛି । ତେବେ ଏହି ଶାରଦୀୟ ନବରାତ୍ର ପୂଜାର ବିଶେଷ ମହତ୍ୱ ରହିଛି। ଏହି...

Mexican couple ties the knot in Agra
ପ୍ରେମକୁ ଅମର କରିବା ପାଇଁ ମେକ୍ସିକୋରୁ ଆସିଲେ ଆଗ୍ରା, ଶିବ ମନ୍ଦିରରେ କଲେ ବିବାହ

ପ୍ରେମର ସହର ଆଗ୍ରା। ଏଠି ଅମର ପ୍ରେମର କାହାଣୀ ଶୁଣାଏ ତାଜ ମହଲ। ଯମୁନା ନଦୀ କୁହେ ସେ ପ୍ରେମ କେତେ ପବିତ୍ର, କେତେ ଶାଶ୍ୱତ। ଏ କାହାଣୀ ସାରା ବିଶ୍ୱ ଜାଣେ । ସେଥିପାଇଁ ତ ଜୀବନସାଥୀକୁ ସବୁଦିନ ପାଇଁ ନିଜର କରିବା ଲାଗି ଏହି ସହରକୁ ବାଛିଥିଲେ...

china banned from viewing queens coffin
ବ୍ରିଟିଶ ପାର୍ଲାମେଣ୍ଟରେ ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ ପାଇଁ ଚୀନକୁ ମନା

ଆଉ ଦିନକ ପରେ ଅର୍ଥାତ୍ ୧୯ ତାରିଖ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। । ପାର୍ଲାମେଣ୍ଟ କମ୍ପ୍ଲେକ୍ସର ୱେଷ୍ଟମିନିଷ୍ଟର ହଲରେ ଥିବା  ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ ପାଇଁ ଭିଡି ଜମିଛି। ବହୁ ବହୁ ବଡ ବଡ ନେତୃତ୍ୱ ମହାରାଣୀଙ୍କ ଦର୍ଶନ ପାଇଁ ଆମନ୍ତ୍ରିତ ହୋଇ...

gift of pm narendra modi
ନିଲାମ ଡକାଯିବ ମୋଦି ପାଇଥିବା ଉପହାର, ଆପଣ ବି ଚାହିଁଲେ ନେଇ ପାରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ବହୁ ମୂଲ୍ୟବାନ ଉପହାର ଆଜି ନିଲାମ ହେଉଛି। ଏହି ଉପହାର ମଧ୍ୟରେ ରହିଛି ଦେଶ ବିଦେଶରୁ ମିଳିଥିବା ଦାମୀ ଉପହାର, ଖେଳାଳୀମାନେ ପାଇଥିବା ଉପହାର, ରାଜନେତାଙ୍କ ସହ ଅନ୍ୟମାନେ ବିଭିନ୍ନ କ୍ଷେତ୍ରରେ ଦେଇଥିବା ବିଭିନ୍ନ ଉପହାରସବୁ।

true love of Ishika
ମଥାରେ ସିନ୍ଦୂର ଲଗାଇ, ଓଢଣା ପକାଇ ଥାନାକୁ ଆସିଲେ ମୁସଲିମ ଯୁବତୀ

ସିନ୍ଥିରେ ସିନ୍ଦୂର ଲଗାଇ, ମଥାରେ ଓଢଣା ଟାଣି ଥାନାରେ ପହଞ୍ଚିଲେ ହିନ୍ଦୁ ବୋହୂ ସାଜିଥିବା ମୁସ୍‌ଲିମ ଯୁବତୀ। ପୋଲିସକୁ ମାଗିଥିଲେ ସୁରକ୍ଷା। ଏହି ମହିଳା ଜଣକ ଦିନେ ଥିଲେ ଇକରା । ଆଜି ହୋଇଛନ୍ତି ଇଶିକା। ଧର୍ମ ପରିବର୍ତ୍ତନ କରି ସେ ମୁସ୍‌ଲିମରୁ ହୋଇଛନ୍ତି ହିନ୍ଦୁ। ସନାତନ ଧର୍ମକୁ...

man drove his car in reverse gear
୧୬ କିଲୋମିଟର ପଛୁଆ ଗଡ଼ିଲା ଗାଡ଼ି; ରେକର୍ଡ ଭାଙ୍ଗିଲେ ଚନ୍ଦ୍ରମୌଳି

ରାସ୍ତାରେ ଭରପୂର ଲୋକ। ଗାଡ଼ି ଗଡୁଥିଲା। ଗାଡ଼ିକୁ ଦେଖି ଲୋକେ ଆଁ କରି ଚାହିଁ ରହିଥିଲେ। କାରଣ ଗାଡି ଗଡ଼ୁଥିଲା ପଛୁଆ ପଛୁଆ..। ୨ ମିନିଟ ବା ୫ ମିନିଟ ନୁହେଁ। ପୂରା ୨୯ ମିନିଟ। ଚାଳକ ବେଶ ଦକ୍ଷତାର ସହ ଗାଡି ଚଲାଉଥିଲେ। ରିଭର୍ସ ଗିଅରରେ ଚାଳକ...

pak pm getting embarrassed while meeting with vladimir putin
ଇୟରଫୋନ ଲଗାଇ ନ ପାରି ହଟହଟା ହେଲେ ପାକ୍‌ ପ୍ରଧାନମନ୍ତ୍ରୀ: ହସ ରୋକି ପାରିଲେନି ପୁଟିନ

ଇୟରଫୋନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସାମ୍ନାରେ ବେଶ ହଟହଟା ହେବାକୁ ପଡ଼ିଛି। ବହୁ ଚେଷ୍ଟା କରି ବି କାନରେ ଇୟରଫୋନ ଲଗାଇ ପାରିଲେନି ପାକ ପ୍ରଧାନମନ୍ତ୍ରୀ। ଶରିଫଙ୍କର ଏପରି ଅବସ୍ଥା ଦେଖି ପୁଟିନ୍‌ ନିଜ ହସକୁ ରୋକି ପାରି ନ...

Gautam Adani becomes world's second richest
ଆମାଜନକୁ ପଛରେ ପକାଇ ବିଶ୍ୱର ୨ୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ପୁଣି ଉପରକୁ ଉଠିଲେ ଗୌତମ ଆଦାନୀ। ଏସିଆ ମହାଦେଶର ସବୁଠୁ ବଡ଼ ଧନୀ ବୋଲାଉଥିବା ଗୌତମ ଆଦାନୀ ଜୁଲାଇରେ ପ୍ରକାଶିତ ବିଶ୍ୱ ଧନୀ ତାଲିକାର ୪ ନମ୍ବର ସ୍ଥାନରେ ଥିଲେ। ଏବେ ଆମାଜନ୍‌ ପ୍ରତିଷ୍ଠାତା ଜେବ୍‌ ବେଜସଙ୍କୁ କାଟି ବିଶ୍ୱର ୨ୟ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି।

school kids missing whole nights sleep due to social media
ସର୍ଭେ କହୁଛି ସୋସିଆଲ ମିଡିଆ ପାଇଁ ରାତିରେ ଶୋଉ ନାହାଁନ୍ତି ଛାତ୍ରଛାତ୍ରୀ

କୋଭିଡ ଯାଇଛି। ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି। ହେଲେ କୋଭିଡ ତାର ଯେଉଁ ପ୍ରଭାବ ଛାଡ଼ି ଯାଇଛି ତାହା ଏବେ ଘରେ ଘରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କୋଭିଡ ସମୟରେ ଅନଲାଇନ କ୍ଲାସ କରିବା ପରେ ଛୋଟ ପିଲାମାନେ ଏପରି ଭାବେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଛନ୍ତି...

woman finds out her husband was woman
ବିବାହର ୮ ବର୍ଷ ପରେ ମହିଳା ଜାଣିଲେ ତାଙ୍କ ସ୍ୱାମୀ ପୁରୁଷ ନୁହେଁ ମହିଳା

ବିବାହ ନାଁରେ ଅନେକ ଠକେଇ ବିଷୟରେ ଆପଣ ଶୁଣିଥିବେ। ମନ ପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ କିଏ କେତେ ପ୍ରକାର ମିଛ କହିଥାଏ। କିଏ ମିଛରେ ଦରମା ବଢାଇଥାଏ ତ କିଏ ଶିକ୍ଷାଗତ ଯୋଗ୍ୟତାର ମିଛ ତାଲିକା ଦେଇଥାଏ। କିଏ ପୁଣି ଜମିବାଡ଼ି ଘର ଦ୍ୱାର ଏପରିକି...

Bihar CM  Nitish Kumar
କଥା ଦେଲେ ନୀତୀଶ: ୨୪ରେ କ୍ଷମତାକୁ ଆସିଲେ ରାଜ୍ୟକୁ ମିଳିବ ଏମିତି ସୁବିଧା

୨୦୨୪ ନିର୍ବାଚନରେ ବିଜେପି ହଟିବ । କେନ୍ଦ୍ରରେ ବିରୋଧୀ କ୍ଷମତାକୁ ଆସିବ। ଏ ନେଇ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର। ସେଥିପାଇଁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି ନୀତିଶ କୁମାର ।

 royal guard of Queen Elizabeth II
ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ଦର୍ଶନ ବେଳେ ଘଟିଲା ଅଘଟଣ; ବିବିସି ବନ୍ଦକଲା ସିଧାପ୍ରସାରଣ

ଅନ୍ତିମ ଯାତ୍ରାରେ ବାହାରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ଶେଷରେ ବୁଧବାର ପହଞ୍ଚିଥିଲା ଲଣ୍ଡନର ବକିଂ ହୋମ ପ୍ୟାଲେସ୍‌ରେ । ସେଠାରୁ ୱେଷ୍ଟମିଷ୍ଟର ହଲ୍‌କୁ ନିଆଯାଇଥିଲା ମହାରାଣୀଙ୍କ କଫିନକୁ। ଏହି ସମୟରେ ଘଟିଥିଲା ଏକ ଅଜବ ଘଟଣା ଯାହା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।