• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

bunker for nuclear war
ଆଣିବିକ ଯୁଦ୍ଧ ପୂର୍ବରୁ ବଙ୍କର ତିଆରି କଲେ ମହିଳା, ରଖିଲେ ୨ ବର୍ଷ ପାଇଁ ସାମଗ୍ରୀ

ୟୁକ୍ରେନ-ରଷିଆ ଯୁଦ୍ଧ ଶେଷ ହୋଇ ନ ଥିବାବେଳେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ସତରେ ଯଦି ଆଣବିକ ଯୁଦ୍ଧ ହୁଏ ତେବେ କ’ଣ ହେବ ସ୍ଥିତି ? ଅବଶ୍ୟ ଯୁଦ୍ଧ ବିଧ୍ୱସ୍ତ ହିରୋସୀମା ଆଉ ନାଗାସାକିର ସ୍ଥିତି ଦେଖିବା ପରେ ଏପରି...

nose ring found in lungs
ଫୁସ୍‌ଫୁସ୍‌ରୁ ବାହାରିଲା ୫ ବର୍ଷ ତଳେ ହଜି ଯାଇଥିବା ନୋଜ୍ ରିଂ

ଅସ୍ତ୍ରୋପଚାର ସମୟରେ ପେଟରେ ଭୁଲ୍‌ରେ ଛୁଞ୍ଚି, କଇଞ୍ଚି ରହିଯିବା, ଗଜକନା ରହିଯିବା, ଯନ୍ତ୍ରଣା ହେବା ପରେ ଏକ୍ସ-ରେରୁ ଜଣାପଡିବା ଏବଂ ପୁଣି ଅସ୍ତ୍ରୋପଚାର ପରେ ଏହାକୁ ବାହାର କରିବା ପରି ଘଟଣା ଆପଣ ଅନେକ ଶୁଣିଥିବେ। ହେଲେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ...

heavy rain in UP
ବର୍ଷା ବିତ୍ପାତ; କାନ୍ଥ ପଡ଼ି ୪ ଶିଶୁଙ୍କ ସମେତ ୧୦ ମୃତ

ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ। ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ କାନ୍ଥ ପଡି ଏବଂ ବଜ୍ରପାତ ଘଟି ଅତି କମ୍‌ରେ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ...

MP cleans school toilet
ଜନତାଙ୍କ ସେବାରେ ନେତା; ସ୍କୁଲର ଅସନା ଟଏଲେଟ ଖାଲି ହାତରେ ସଫା କଲେ ସାଂସଦ

ଜନତାଙ୍କ ସେବା କରିବା ନେତା, ମନ୍ତ୍ରୀଙ୍କର ଧର୍ମ ବୋଲି ସେମାନେ ଖୁବ ପ୍ରଚାର ପ୍ରସାର କରିଥାନ୍ତି । ହେଲେ ଏମିତି ପ୍ରଚାର ପ୍ରସାର ଭିତରେ ନିଜ ସେବା ସହ ନିଜ ଖାନଦାନିର ସେବା କେମିତି କରିଥାନ୍ତି ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏ ନେତାଙ୍କୁ ଦେଖନ୍ତୁ ତ ଥରେ...

Indian Diplomat Mijito Vinito Slams Pak PM
ଜାତିସଂଘ ମହାସଭାରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ଜାତିସଂଘ ମହାସଭାର ୭୭ ତମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ଦେଇଥିବା ଭାରତ ବିରୋଧୀ ବୟାନର ମୁହଁତୋଡ ଜବାବ ଦେଇଛି ଭାରତ । ଚିରାଚରିତ ଅଭ୍ୟାସବଶତଃ ବିଶ୍ୱମଞ୍ଚରେ ପାକିସ୍ତାନ ପୁଣି ଉଗାଳିଥିଲା ଭାରତ ବିରୋଧୀ ମନ୍ତବ୍ୟ। ହେଲେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି।

I lost my death certificate
ଆଜି ସକାଳେ ହଜିଗଲା ମୋ ମୃତ୍ୟୁ ପ୍ରମାଣପତ୍ର...

ମୋ ଡେଥ ସାର୍ଟିଫିକେଟ ହଜି ଯାଇଛି। ୨୦୨୨ ସେପ୍ଟେମ୍ବର ୭ ତାରିଖ ସକାଳ ୧୦ଟା ସମୟରେ ଏହା ଲମ୍‌ଡିଙ୍ଗ ବଜାରରେ ହଜିଯାଇଛି।’ ଆଶ୍ଚର୍ଯ୍ୟ ହଉଛନ୍ତି କି ? ଏକଥା ଆମେ କହୁନୁ। ଏମିତି ବିଜ୍ଞାପନ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ ।

no conditioner in war time
ଆଣବିକ ଯୁଦ୍ଧ ହେଲେ କେମିତି ନିଜକୁ ରଖିବେ ସୁରକ୍ଷିତ

ରୁଷିଆ-ୟୁକ୍ରେନ ଥମିବାର ନାଁ ଧରୁନି। ଏମିତି ସ୍ଥିତିରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ରୁଷ ରାଷ୍ଟ୍ରପତି ପୁଟିନ ଧମକ ଦେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଯଦି ଆଣିବକ ଯୁଦ୍ଧ ହୁଏ ମଣିଷ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖି ପାରିବ ? କ’ଣ କଲେ ଆଣବିକ ବିସ୍ଫୋରଣର...

online delivery
ଅଧାରୁ ପାଠ ଛାଡ଼ି ପଳାଇ ଆସିଥିଲେ, ଏବେ ହଜାରେ କୋଟିର ମାଲିକ

ବାପା-ମା’ଙ୍କର ସ୍ୱପ୍ନ, ପିଲାଟି ତାଙ୍କର ଭଲ ପାଠ ପଢିବ । ଟପ୍ପର ହେବ ।  କାରଣ ଭଲ ପାଠ ପଢି ଟପ୍ପର ନ ହେଲେ ଭଲ ଚାକିରିଟିଏ ଯେ ମିଳିବ ନି !  ଆଉ ଭଲ ଚାକିରିଟିଏ ନ ମିଳିଲେ ଭବିଷ୍ୟତ ତ ପୂରା ଅନ୍ଧାର ହିଁ ଅନ୍ଧାର । ହେଲେ...

google introduced new feature
ଗୁଗୁଲ୍‌ରୁ ପର୍ସନାଲ ଡାଟା ରିମୁଭ କରିବା ପାଇଁ ଆସିଲା ନୂଆ ଟୁଲ୍‌

ଗୁଗୁଲ୍‌ ତା’ର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍‌ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି।...

cosmetic surgery cost 60 lakh
୩ ଇଞ୍ଚ ଉଚ୍ଚତା ବଢାଇବା ପାଇଁ ବ୍ୟାଙ୍କରୁ ଉଠାଇଲେ ୬୦ ଲକ୍ଷ ଋଣ

ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ ? ହେଲେ ଯାହାର ଚେହେରା ଯେମିତି ସେ ସେମିତି ହିଁ ଦିଶିବ। ତଥାପି ସୁନ୍ଦର, ଆଉ ସ୍ମାର୍ଟ ଦିଶିବା ପାଇଁ ସମସ୍ତେ ନିଜ ଉପାର୍ଜନର ବେଶ୍‌ କିଛି ଭାଗ ନିଶ୍ଚୟ ବଜେଟ୍‌ରେ ରଖୁଥିବେ। ପାର୍ଲର ଫିସ, କସ୍‌ମେଟିକ୍‌ ରେଟ...

5 quick tips to know if you are blocked
ବ୍ଲକ ଲିଷ୍ଟରେ ପଡ଼ିଛି କି ଆପଣଙ୍କ ନମ୍ବର ? ଜାଣିବା ପାଇଁ ୫ଟି ଟିପ୍ସ

ୟୁଜର୍ସଙ୍କ ପ୍ରାଇଭେସି ରକ୍ଷା ପାଇଁ ହ୍ୱାଟ୍‌ସଅପ୍‌ ସବୁବେଳେ ଚେଷ୍ଟା କରିଆସୁଛି। ୟୁଜର୍ସ ଫ୍ରେଣ୍ଡଲି ହେବା ପାଇଁ ହ୍ୱାଟସ୍‌ଅପ ପ୍ରତି ମାସରେ କିଛି କିଛି ନୂଆ ଫିଚର ନେଇ ଆସୁଛି। ଏହି ସେପ୍ଟି ଫିଚର ମଧ୍ୟରୁ ଗୋଟିଏ ହେଉଛି ବ୍ଲକ ଅପ୍‌ସନ। ହ୍ୱାଟ୍‌ସଅପରେ ଆପଣ ଯେ କୌଣସି ନମ୍ବରକୁ ଚାହିଁଲେ ବ୍ଲକ କରିପାରିବେ।...

Raju Srivastav is no more
ମାତ୍ର ୫୦ ଟଙ୍କାରେ କମେଡି ସୋ କରୁଥିଲେ ରାଜୁ ଶ୍ରୀବାସ୍ତବ

ଆଉ ନାହାନ୍ତି ରାଜୁ ଶ୍ରୀବାସ୍ତବ । ଟିଭି ପରଦାରେ ହେଉ ବା ଫିଲ୍ମରେ କମେଡି କିଙ୍ଗଙ୍କ କମେଡି ଆଉ ଦର୍ଶକଙ୍କୁ ହସେଇବନି । ମାତ୍ର ୫୮ ବୟସରେ   ପରଲୋକ ହୋଇଯାଇଛି ରାଜୁ ଶ୍ରୀବାସ୍ତବଙ୍କର । ଅଗଷ୍ଟ ୧୦ ତାରଖରେ କାର୍ଡିଆକ ଆରେଷ୍ଟ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ...

City Traffic change life
ଟ୍ରାଫିକ ଜାମ୍‌ରୁ ପ୍ରେମ ଆଉ ତା’ ପରେ ହେଲେ ସାରା ଜୀବନର ସାଥୀ

ରାସ୍ତାରେ ଟ୍ରାଫିକ ଜାମରେ ଥରେ ଯିଏ ଫସିଥିବ ସେ ଜାଣିଥିବ ଏମିତି ଫସିବାର କଷ୍ଟ। ଯେତେ କଷ୍ଟ ହେଲେ ବି ବଡ ବଡ ସହରରେ ଏମିତି ଟ୍ରାଫିକରେ ଫସିବାକୁ ସମସ୍ତେ ବାଧ୍ୟ। କିନ୍ତୁ ଏହି ବିରକ୍ତିକର ଟ୍ରାଫିକ ଜାମ ବେଳେବେଳେ ଏକ ମଧୁର ସ୍ମୃତି ହୋଇ ରହିଯାଏ। ଟ୍ରାଫିକ୍‌...

Puri Srimandir
ଶ୍ରୀମନ୍ଦିର ନିକଟରେ ତିଆରି ହେବ ଅଭ୍ୟର୍ଥନା କକ୍ଷ; ଅନୁମତି ଦେଲା ଏନଏମ୍ଏ

ଶ୍ରୀମନ୍ଦିର ଚାରିପାଖରେ ମଧ୍ୟରେ ପୁଣି ହେବ ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ ଲାଗି ଏନଏମ୍ଏର ସ୍ପଷ୍ଟ ନିର୍ଦ୍ଦେଶ ଆସିଛି । ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଏହି ନିର୍ମାଣକାର୍ଯ୍ୟ  ହେବ। ଏଠାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କକ୍ଷ। ତେବେ ପ୍ରଶ୍ନ ଉଠୁଛି କେଉଁଠି ନିର୍ମାଣ ହେବ ଏହି ରିସେପ୍‌ସନ ସେଣ୍ଟର ?   ପୂର୍ବରୁ...

odisha civil service exam
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ତାରିଖ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ଏକ୍‌ଜାମ-୨୦୨୧ ପ୍ରିଲିମନାରୀ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ରାଜ୍ୟର ୫ଟି ଜୋନରେ ହେବ ପରୀକ୍ଷା ।

Supreme Court
ସୁପ୍ରିମକୋର୍ଟରେ ହିଜାବ ଝଡ: ହିନ୍ଦୁ ମହିଳାଙ୍କ ଓଢଣା ପରି ହିଜାବ ଗରିମାର ପ୍ରତୀକ

ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆଜି ପକ୍ଷ-ପ୍ରତିପକ୍ଷଙ୍କ ଯୁକ୍ତି ଜୋରଦାର ହୋଇଛି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି। ଆଜି ୮ ଦିନ ହେଲା ଏହି ମାମଲାର ବିଚାର ଚାଲିଛି। ହିଜାବ ରଦ୍ଦ କରିବା ମାମଲାରେ ବରିଷ୍ଠ...

6 sister get married together
ଏକାଠି ବାହା ହେଲେ ୬ ଭଉଣୀ; ସାରା ଗାଁରେ ଯେମିତି ଲାଗିଥିଲା ମେଳା

ଯିଏ ଚାଲିଗଲେ ଘର ଅଗଣାରେ ଫୁଲ ଉଠିଯାଏ ସେ ହେଉଛି ଝିଅ। ଯିଏ ହସି ଦେଲେ ସାରା ଘର ମହ ମହା ବାସ୍ନାରେ ପୂରି ଉଠେ ସେ ଝିଅ। ଘରର ମାନ, ମର୍ଯ୍ୟଦା, ସମ୍ମାନ ହେଉଛି ଝିଅ। ସେଇ ଅଲିଅଳି ଝିଅ ଯେତେବେଳେ ବିଦାୟ ନେଇ ଶାଶୂଘରକୁ ଯାଏ...

Commissionerate Police lunches mobile number
ଦାଦା ବଟି ମାଗିଲେ ପୋଲିସକୁ ଜଣାନ୍ତୁ; ନମ୍ବର ଜାରି କଲା କମିଶନରେଟ ପୋଲିସ

ଆସୁଛି ପାର୍ବଣ। ପାର୍ବଣକୁ ନେଇ ଏବେ ଚିନ୍ତାରେ ପୋଲିସ। କେମିତି ଟ୍ରାଫିକ ନିୟନ୍ତ୍ରଣ ହେବ, କେମିତି ଅପରାଧ ନିୟନ୍ତ୍ରଣ ହେବ ? ଆଜିଠୁ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ। ଦୀର୍ଘ ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ। ଭିଡ...

supreme court of India
ମୃତ୍ୟୁ ଦଣ୍ଡ ଦିଆଯିବା ପୂର୍ବରୁ ଆଉ ଥରେ ଭାବିବା ଜରୁରୀ-ସୁପ୍ରିମକୋର୍ଟ

ମୃତ୍ୟୁ ଦଣ୍ଡ କେଉଁ ପରିସ୍ଥିତିରେ ଦିଆଯିବ? ମୃତ୍ୟୁ ଦଣ୍ଡ ଶୁଣାଣି ପୂର୍ବରୁ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି କି ? ଦେଶର ବିଚାର ବ୍ୟବସ୍ଥାରେ ଦିଆଯାଉଥିବା ମୃତ୍ୟୁ ଦଣ୍ଡ ପ୍ରସଙ୍ଗକୁ ଗୁରୁତ୍ୱ ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହାର ସବିଶେଷ ବିଚାର ପାଇଁ ସବୋର୍ଚ୍ଚ ଅଦାଲତ...

muslim community help a needy hindu family
ଏକ ନିଆରା ଗାଁର କାହାଣୀ; ହିନ୍ଦୁଙ୍କ ଦୁଃଖରେ ମୁସ୍‌ଲମାନ ବଢାନ୍ତି ସହାୟତାର ହାତ

ଧର୍ମକୁ ନେଇ ରକ୍ତର ନଦୀ ବହୁଛି। ଧର୍ମ ନାଁରେ ସାଂପ୍ରଦାୟିକ ହିଂସା ମଣିଷକୁ ଅଣନିଃଶ୍ୱାସୀ କରି ଦେଉଛି। ଧର୍ମର ରକ୍ଷା ନାଁରେ ମଣିଷ କେତେ ଯେ ଅଧର୍ମ କରୁଛି ତାହାର ହିସାବ ଏଠି ନାହିଁ। ଏମିତି ପରିସ୍ଥିତିରେ ରାଜସ୍ଥାନ ଚେରୁର ଏହି ଘଟଣା ମଣିଷ ସମାଜ ପାଇଁ ଏକ ଆଶ୍ୱସ୍ତି,...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।