• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

kiit
ଖୋଲିଛି କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ !

ଭୁବନେଶ୍ୱର: କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ ଖୋଲିଛି। ସୂଚନା ଅଧିକାର ଆଇନ୍ ବଳରେ ପଦାକୁ ଆସିଛି ସରକାରୀ ଜମି ଜବରଦଖଲର ଆଉ ବିରାଟ ଏକ କାରସାଦି। ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ପ୍ରାୟ ୧୧ ଏକର ଜମିକୁ କିଟ୍ କର୍ତ୍ତୃପକ୍ଷ ମାଡି ବସିଛନ୍ତି। କେବଳ...

justice
ନ୍ୟାୟ ଦେବା ତାଲିକାରେ ଟପ୍‌ରେ ମହାରାଷ୍ଟ୍ର‌, ଓଡ଼ିଶାର ସ୍ଥାନ କେଉଁଠି?

ଭୁବନେଶ୍ୱର: ନ୍ୟାୟ ଦେବାରେ ବହୁ ପଛରେ ଓଡ଼ିଶା। ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ ୧୧ତମ ସ୍ଥାନରେ ରହିଛି ଆମ ରାଜ୍ୟ। ଏହା କେବଳ ଦେଶର ଅନ୍ୟ ରାଜ୍ୟମାନଙ୍କଠୁ ନୁହେଁ, ବରଂ ଗତବର୍ଷର ନିଜ ରାଙ୍କିଙ୍ଗ୍‌ରୁ ବି ଓଡ଼ିଶା ଏବର୍ଷ ଆହୁରି ପଛେଇ ଯାଇଛି। ଏକଥା ସ୍ପଷ୍ଟ ହୋଇଛି,...

police
ପୋଲିସ ମାଡ଼ରେ ୨ ଗୁରୁତର

ବରଗଡ: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପଧାନପାଲି ଗାଁର ୩ ଜଣ ଯୁବକଙ୍କୁ ସଦର ଥାନା ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ୩ ଯୁବକ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ବରଗଡ଼ ସହର ଉପକଣ୍ଠ ପଧାନପାଲି ଗାଁର ପ୍ରମୋଦ ନାଏକ ମାଛ...

OTV-KHABAR-PIHU
ନ୍ୟାୟ ପାଇଁ ମନ୍ତ୍ରୀଙ୍କ ଦୁଆରେ ପିହୁର ମା'

ଭୁବନେଶ୍ୱର: ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟିଲେ ନିଖୋଜ ଶିିଶୁ ପିହୁର ପରିବାର। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦେଖା ନପାଇବାରୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ୭ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି...

ctber
୫ ସାଇବର ଠକଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର:  ଭବାନୀପାଟଣାରେ ବରିଷ୍ଠ ନାଗରିକଙ୍କ ଠାରୁ ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି। ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧିଙ୍କୁ ଏକ ଫୋନ କଲ୍ ଆସିଥିଲା। ଜିଓ ଫୋନ କଷ୍ଟମର...

hasuina
୧୮ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ଭାରତ ଫେରିଲେ ହସିନା

ଭୁବନେଶ୍ୱର: ୧୮ବର୍ଷ ପରେ ପାକିସ୍ତାନରୁ ଭାରତ ଫେରିଲେ ହସିନା ବେଗମ। ମହାରାଷ୍ଟ୍ର ଓରଙ୍ଗବାଦର ୬୫ ବର୍ଷୀୟ ହସିନା ୨୦୦୨ରେ ସମ୍ପର୍କୀୟଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ। ତେବେ ଲାହୋରରେ ପାସପୋର୍ଟ ହଜିଯିବାରୁ ସେ ଆଉ ଭାରତ ଫେରିପାରିନଥିଲେ। ପାକିସ୍ତାନରେ ଅବୈଧ ପ୍ରବେଶ ଅଭିଯୋଗରେ ତାଙ୍କୁ ବନ୍ଦୀ କରିଥିଲେ ପାକ୍ ସରକାର।...

11am-fine
କଥାହେଲେ ଗଣିବାକୁ ପଡ଼ିବ ୧୫୦ ଟଙ୍କା

କେନ୍ଦ୍ରାପଡ଼ା: ନା ଆପଣ କାହା ସହ କଥା ହୋଇପାରିବେ, ନା ଆପଣଙ୍କ ସହ କିଏ କଥାହେବେ। ଏଥିରେ ଖିଲାପ ହେଲେ ତଣ୍ଡ ଗଣିବାକୁ  ୧୫୦ ଟଙ୍କା। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରେ କିଛି ଲୋକଙ୍କୁ ବାସନ୍ଦ କରି ଏପରି ଦଣ୍ଡାଦେଶ ଶୁଣାଇଛି କଙ୍ଗାରୁ କୋର୍ଟ। ଅଭିଯୋଗ...

01-joe-and-jill-biden
ଜିଲ୍‌ଙ୍କୁ ମ୍ୟାରେଜ୍‌ ପାଇଁ ୪ ଥର ପ୍ରପୋଜ କରିଥିଲେ ବାଇଡେନ୍

ୱାଶିଂଟନ୍: ‘ଜୋ ବାଇଡେନ’ ନାଁଟି ଏବେ ସାରା ବିଶ୍ୱରେ ଜଣାଶୁଣା। ଛୋଟ ପିଲା ହୁଅନ୍ତୁ କି ବୟସ୍କ ସମସ୍ତେ ଜାଣନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ହେଉଛନ୍ତି ଜୋ ବାଇଡେନ। ହେଲେ ବାଇଡେନଙ୍କ ବିଷୟରେ ଆମେ କହୁଛୁ ଏମିତି କଥା ଯାହାକୁ ଜାଣିନଥିବେ ଅନେକ। ଆପଣମାନେ ଦେଖିଥିବେ ଜୋ ବାଇଡେନ...

fire
ଘାସ ବଣରେ ଲାଗିଗଲା ନିଆଁ, ନିମିଷକେ ଜଳିପୋଡ଼ି ପାଉଁଶ

ବାଲେଶ୍ୱର: ବାଲେଶ୍ୱର ଆଇଟିଆଇ ଛକରେ ଥିବା ପଡ଼ିଆ ନିଆଁ ଲାଗି ଯାଇଥିଲା। ଏଥିରେ ପୁରା ପଡ଼ିଆ ଜଳିଯାଇଛି। ଅଳିଆ ଗଦା ଓ ଘାସ ବଣରେ ନିଆଁର ପରିମାଣ ଏତେ ଅଧିକା ଥିଲା ଯେ, ବେଶ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ସୌଭାଗ୍ୟବଶତଃ ଅଗ୍ନିଶମ...

dog-suad
କୁକୁର ଠାବ କରୁଛି ବିସ୍ଫୋରକ: ରେଳଯାତ୍ରୀଙ୍କ କବଚ ଆରପିଏଫ୍ ଡଗ୍‌ସ୍ୱାଡ୍

ଭୁବନେଶ୍ୱର: କୁକୁର ଦେଖାଇଲେ କମାଲ। ଭୁବନେଶ୍ୱର ରେଲେୱେ ଷ୍ଟାଡିୟମ୍‌ରେ ଗଣତନ୍ତ୍ର ଦିବସ ପାଳନରେ ସାମିଲ ହୋଇଥିଲା ଆରପିଏଫ୍‌ର ଡଗ୍ ସ୍ୱାଡ୍। ଏହି ଅବସରରେ ତାଲିମପ୍ରାପ୍ତ ବିଭିନ୍ନ ପ୍ରଜାତିର କୁକୁର ଦେଖାଇଥିଲେ ବିଭିନ୍ନ କ୍ରୀଡ଼ା କୌଶଳ। ଖାଲି ସେତିକି ନୁହେଁ ସନ୍ଦିଗ୍ଧର ଗତିବିଧି ଓ ଉଦ୍ଦେଶ୍ୟକୁ ବି ବାରି ପାରନ୍ତି...

mis-india KO
ଓଡ଼ିଆ ବୋହୂ ପାଇଲେ ଦେଶର ସୁନ୍ଦରୀ ମୁକୁଟ

ଭୁବନେଶ୍ୱର: ପୁଣି ଥରେ ଚମକିଛନ୍ତି ଓଡ଼ିଆ ବୋହୂ। ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ବନିଛନ୍ତି ଚଳିତ ବର୍ଷର ମିସେସ୍ ଇଣ୍ଡିଆ। ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇଛନ୍ତି ନବଦୀପ। ଗତ ଅକ୍ଟୋବରରୁ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନ୍‌ରେ ଭାଗ...

padmashree
ଅଖ୍ୟାତ ପଲ୍ଲୀର ଏମାନେ ନାୟକ ନାୟିକା

୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥର ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବ। ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମିଳିବ ପଦ୍ମଶ୍ରୀ ।  ସେହିପରି ଏଥର ୬ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ମିଳିବ । ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ...

bus-terminal
'ଗୁଗଲ ମ୍ୟାପ୍ ଦେଖି ବସ୍ ଟର୍ମିନାଲର ନିଆଯାଇଥିଲା ନିଷ୍ପତ୍ତି'

କଟକ: ବିବାଦ ଘେରରେ କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ। ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଆପତ୍ତି ଉଠାଇଛନ୍ତି ଖୋଦ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରକଳ୍ପ ସଂପର୍କରେ ସ୍ଥାନୀୟ ଜନପ୍ରତିନିଧୀଙ୍କ ସହ ଆଲୋଚନା ହୋଇ ନଥିବା କହିଛନ୍ତି ଭର୍ତ୍ତୃହରି। କ୍ଷେତ୍ର ପରିଦର୍ଶନ ନକରି, ଗୁଗୁଲ ମ୍ୟାପ୍ ତଥ୍ୟକୁ...

riots
ହିଂସାକାଣ୍ଡକୁ ନେଇ ଚାଷୀ ନେତାଙ୍କ ପ୍ରତିକ୍ରିୟା: ସେମାନେ ଆମର ଲୋକ ନୁହଁନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଟ୍ରାକ୍ଟର ରାଲି ଆନ୍ଦୋଳନ ନାଁରେ ଉତ୍ପାତ ଓ ଅସଭ୍ୟ ଆଚରଣ ଦେଖାଇଲେ ଚାଷୀ। ପବିତ୍ର ସାଧାରଣତନ୍ତ୍ର ଦିବସରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଗରିମାର ସାଂଘାତିକ ଉଲଙ୍ଘନ କଲେ। ଯେଉଁ ଲାଲକିଲାରେ କେବଳ ଦେଶର ଅଖଣ୍ଡତାର ପରିଚୟର ପ୍ରତୀକ ତ୍ରିରଙ୍ଗା ଉଡ଼େ, ସେ ଐତିହାସିକ ସ୍ଥାନକୁ କବ୍‌ଜା...

strike
ଦିଲ୍ଲୀ ଛାଡ଼ି ଚାଲିଯିବାକୁ ଚାଷୀଙ୍କୁ ଅପିଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ୟାପକ ହେବାରେ ଲାଗିଛି ଆନ୍ଦୋଳନ। ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଅନୁମତି ମାଗିଥିଲେ, ଆଉ ଅନୁମତି ବି ମିଳିଲା। କିନ୍ତୁ ରାଲି ଆଳରେ ଆଇନ ଭାଙ୍ଗିଲେ ଚାଷୀ। ଟ୍ରାକ୍ଟର ଉପରେ ବସି ଲାଲକିଲା ଆଡ଼କୁ ମାଡ଼ିଆସିଲେ। ହଜାର ହଜାର ଚାଷୀଙ୍କ ହାତରେ ଥିଲା ଖଣ୍ଡା। ଖଣ୍ଡା...

engenieer-student
ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ

ପୁରୀ: ଶିକ୍ଷା ଆଗରେ ମୁଣ୍ଡ ନୁଆଁଇଛି ଦାରିଦ୍ର୍ୟତା। ନିଜର ହଷ୍ଟେଲ ଫିସ୍ ଦେଇ ନପାରି ଡିପ୍ଲୋମା ସାର୍ଟିଫିକେଟ୍ ଲାଗି ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରା। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗୋରଡ଼ାପିଡି ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ। ଯୁବତୀ ଜଣଙ୍କ କୋଟାରେ...

tractor-rally
'ହିଂସା ଘଟାଇଥିବା ଲୋକ ଚାଷୀ ନୁହଁନ୍ତି'

ଭୁବନେଶ୍ୱର: ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ଚାଷୀ ଓ ଦିଲ୍ଲୀ ପୋଲିସ ମୁହାଁମୁହିଁ ହୋଇଛନ୍ତି।  ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି। କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।  ଏହାସହ ପରିସ୍ଥିତି ଅଣାୟତ ହେବାରୁ ସିଂଘୁ...

ram-nath-kovind
'କୃଷକ, ଯବାନ ଓ ବୈଜ୍ଞାନିକଙ୍କ ପାଇଁ ଏ ଦେଶ ଗର୍ବିତ'

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି , ପ୍ରତିକୂଳ ପ୍ରାକୃତିକ ପରିସ୍ଥିତି , ଅନେକ ସମସ୍ୟା ଏବଂ କୋଭିଡ ଭଳି ବିପଦ ସତ୍ତ୍ୱେ ଆମର ପରିଶ୍ରମୀ କୃଷକ ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି। ସେନାର...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।