• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

ajit-doval
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବଢିଲା ସୁରକ୍ଷା

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷା ବଢିଲା। କାରଣ, ଡୋଭାଲ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ, NSA ଅଜିତ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରିଛି। ପାକିସ୍ତାନ ସୋପିଆନ୍ ବାସିନ୍ଦା ଜୈସ ଆତଙ୍କବାଦୀ ହିଦାୟତୁଲ୍ଲା ମଲ୍ଲିକଙ୍କୁ...

andhra
ଆନ୍ଧ୍ର ନିର୍ବାଚନ କଲା, ଜିଲ୍ଲା ପ୍ରଶାସନ କଣ କରୁଥିଲା ?

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଗାଁରେ ଭୋଟ୍ ସରିଲା। କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଗାଁରେ  ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଆଜି ପଡ଼ିଛି। କୋରାପୁଟ ପାଟୁସେନେରିରେ ସକାଳ ୬ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ସାଢ଼େ ଗୋଟାଏ ଯାଏଁ ମତଦାନ ଚାଲିଥିଲା। ନକ୍ସଲ ପ୍ରବଣ...

jharaphula
ରହସ୍ୟ ବଢାଉଛି ଝରାଫୁଲ ମୃତ୍ୟୁ: କାହା ପାଇଁ ଯାଚିଥିଲା ୧୦୮ ନଡ଼ିଆ?

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ରେ କରଞ୍ଜିଆ-ବୃନ୍ଦେଇପୋଷି ଗାଁରେ ଯାଜପୁର ପୋଲିସ ପହଞ୍ଚିଛି। ଯାଜପୁର SDPO ଚିନ୍ମୟ ନାୟକ ଏବଂ କୁଆଖିଆ ପୋଲିସର ଏକ ଟିମ ବୃନ୍ଦେଇପୋଷି ଗାଁରେ ପହଞ୍ଚି ଝରାଫୁଲ ମୃତ୍ୟୁର ବିଭିନ୍ନ ଦିଗକୁ ନେଇ ଗାଁ ଲୋକଙ୍କୁ ପଚରା ଉଚରା କରିଛନ୍ତି। ଘଟଣା...

chaka-jam
ଚାଷୀଙ୍କ ସମସ୍ୟା ନେଇ ବିଜେପିର ୩ ଘଣ୍ଟିଆ ଚକାଜାମ୍

ସମ୍ୱଲପୁର: ମଣ୍ଡି ଓ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନେଇ ବିଜେପି ଚକା ଜାମ। ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ୩ ଘଣ୍ଟିଆ ଚକାଜାମ୍ ବିଜେପି କରିଥିଲା।  ପଶ୍ଚିମ ଓଡ଼ିିଶାର ୫ଟି ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ...

nikhoj
'ମତେ ଭୁବନେଶ୍ୱର ମିସ୍ କରୁଛି ଜାଣି ଖୁସି ଲାଗିଲା'- ଅପରାଜିତା

ଭୁବନେଶ୍ୱର: ନିଖୋଜ ହେବା ନେଇ ଭୁବନେଶ୍ୱରରେ ପୋଷ୍ଟର ଲଗାଯିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱରବାସୀ ତାଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ସେ ଖୁସି ବୋଲି ଅପରାଜିତା କହିଛନ୍ତି। ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ସେ ଦିଲ୍ଲୀରେ ଅଛନ୍ତି ଓ ଫେବ୍ରୁଆରି ୧୫ରେ...

supreme court
କାଲି ସୁପ୍ରିମ୍‌କୋର୍ଟରେ 'କୋଟିଆ' ଶୁଣାଣି

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରିବାକୁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର...

Ravi-Shankar-Prasad
ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଓଡ଼ିଶା ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲା କେନ୍ଦ୍ର

ସମ୍ୱଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ଏବେ ରାଜ୍ୟ ସରକାରଙ୍କ ପାଖରେ ରହିଛି। ଏନେଇ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, କେନ୍ଦ୍ରର ଅନୁରୋଧ ସତ୍ତ୍ୱେ ରାଜ୍ୟ ସରକାର ଏଥିପାଇଁ ଜରୁରୀ ସମନ୍ୱିତ...

1pm-katamunda
ମିଳିଲା ମହିଳାଙ୍କ କଟାମୁଣ୍ଡ

ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାରେ ମହିଳାଙ୍କ କଟାମୁଣ୍ଡ ମିଳିଛି। ଭରତପୁର ଫରେଷ୍ଟ ରିଜର୍ଭ ଜଙ୍ଗଲରୁ ପୋଲିସ କଟାମୁଣ୍ଡ ଠାବ କରିଛି। ଭୁବନେଶ୍ୱରରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ୍‌କୁ ମୃତ ମହିଳାଙ୍କ ପରିଚୟ ମିଳିଛି। କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଅନୁସାରେ,...

hele
ଅଳକାନଦୀ ସେପଟେ ଏବେବି ଯୋଗାଯୋଗ ବିଛିନ୍ନ

ଚମୋଲି: ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟଙ୍କରୀ ହିମସ୍ଖଳନ ଶହ ଶହ ଲୋକଙ୍କ ଘର ଉଜାଡ଼ି ଦେଇଛି। ତପୋବନ ଜଳ ପ୍ରକଳ୍ପ ନିକଟ ଓ ଅବବାହିକାରେ ବସବାସ କରୁଥିବା ଲୋକେ ସର୍ବସ୍ୱ ହରାଇଛନ୍ତି। କିଛି ଲୋକଙ୍କ ପାଖରେ ଘର ଖଣ୍ଡିଏ ବଞ୍ଚି ଯାଇଛି। କିନ୍ତୁ ତାହା ବି ଏବେ ବିପଦଜନକ ଅବସ୍ଥାରେ।...

finger
ପାଙ୍ଗଙ୍ଗ ତଟରୁ ହଟିବେ ଭାରତ ଓ ଚୀନ୍ ସୈନ୍ୟ !

ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା: ପାଙ୍ଗଙ୍ଗ ତଟରୁ ପ୍ରତ୍ୟାହାର ହେବେ ଭାରତ ଓ ଚୀନ୍ ସୈନ୍ୟ #India

facilities
ଆମେ ଯେଉଁଠି ସୁବିଧା ପାଉଛୁ, ସେଇଠି ଭୋଟ୍ ଦେବୁ: ଜୁମଡାଙ୍ଗ ବାସିନ୍ଦା

କୋରାପୁଟ: କୋରାପୁଟ, ଗଜପତିରେ ଆନ୍ଧ୍ର ସହ ବି ସୀମା ବିବାଦ ରହିଛି। ଓଡ଼ିଶା ଭିତରେ ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରିଛି। ହେଲେ ମାଲକାନଗିରିରେ କିନ୍ତୁ ଚିତ୍ର ଭିନ୍ନ। ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ, ଘର...

lccc
୨୧ରୁ ଆରମ୍ଭ ହେବ ଅଣ୍ଡର-୧୪ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ପ୍ରଥମଥର ଲାଗି ଏହି ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୁନି କୁନି ପିଲାଙ୍କୁ ଖେଳାଯିବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୧...

jagannath
ଏଣିକି ସବୁ ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି

ପୁରୀ:  ଏଣିକି ସବୁ ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିବ। ଅର୍ଥାତ ସପ୍ତାହକ ସାତ ଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଆଜି ସୂଚନା ଦେଇଛନ୍ତି। ଏଣିକି ସକାଳ ୬ଟାରୁ ନିଶ୍ଚିତ ଭାବେ ଦର୍ଶନ...

umang-app
ଏଣିକି ମୋବାଇଲ ଆପ୍ ଜରିଆରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର: RTOକୁ ପେପରଲେସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି। ମୋବାଇଲ ଆପ୍ ଜରିଆରେ ଏଣିକି ଲର୍ଣ୍ଣିଂ ଲାଇସେନ୍ସ ମିଳିପାରିବ। UMANG ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ, ଦେଶରେ ପ୍ରଥମ। ଏହାସହ ଗାଡି ରେଜିଷ୍ଟ୍ରେସନ, ମାଲ ପରିବହନ ପରମିଟ ଆଦି ପେପରଲେସ୍ ହେବ। ଗାଡ଼ି ରେଜିଷ୍ଟ୍ରେସନ...

supreme-court
କୋଟିଆକୁ ନେଇ ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାର

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ...

OTV-Portal-andhara
ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି: ରାଜାନ୍ନା

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ବିଧାୟକ ରାଜାନ୍ନା ଦୋରା ପ୍ରତିକ୍ରିୟା ରଖିଛନ୍ତି। OTVକୁ ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ ରାଜାନ୍ନା ଦୋରା କହିଛନ୍ତି ଯେ ସଂପୃକ୍ତ ଅଞ୍ଚଳରେ ବିବାଦ ରହିଛି। ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି। ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି...

budge
କରୋନା ବିପତ୍ତି ସମୟରେ ବର୍ଷକ ପାଇଁ କେତେ ରହିବ ହିସାବ-କିତାବ?

ଭୁବନେଶ୍ୱର: ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍ ବ୍ୟୟ ବରାଦକୁ ଅନୁମୋଦନ ମିଳିଛି। କରୋନା କଷ୍ଟ ସତ୍ତ୍ୱେ ୨୦୨୦-୨୧ ଅପେକ୍ଷା ୨୧-୨୨ରେ ବଜେଟ୍‌ ଆକାର ବଢିଛି। କୋଭିଡ୍‌ରେ ହଜାର ହଜାର ଲୋକ ଜୀବିକା ହରାଇଥିବାରୁ ଏଥର ଫୋକସ୍‌ରେ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ରହିବ। ଖାସ୍ ସେଥିପାଇଁ...

PRAHLAD
ଶ୍ରୀମନ୍ଦିର ଐତିହ୍ୟ କରିଡ଼ରକୁ ନେଇ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି ଓଡ଼ିଶା ସରକାର: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମାଣକୁ ନେଇ ଓଡ଼ିଶା ସରକାର ଲୋକଙ୍କ ମନରେ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଯାହା ବି କିଛି ଖନନ କି ବିସ୍ଥାପନ କରାଯାଇଛି ତାହା ରାଜ୍ୟ ସରକାର ହିଁ କରିଛନ୍ତି। ଏଥିରେ ASI କିମ୍ବା ଭାରତ ସରକାରଙ୍କର କୌଣସି ନେଣଦେଣ...

nagarjuna
ଏ ବର୍ଷ ପଡୁଛି କି ନାଗାର୍ଜୁନ ବେଶ?

ପୁରୀ: ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁଛି କି ନାହିଁ, ସେଉପରେ ସ୍ପଷ୍ଟୀକରଣ ରଖିଛନ୍ତି ମୁକ୍ତି ମଣ୍ଡପ ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ। ଏବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ନାଗାର୍ଜୁନ ବେଶ ନେଇ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ୍ ତଥ୍ୟ ଦେଇଛନ୍ତି। ବିଭ୍ରାନ୍ତିକର ତଥ୍ୟ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।