• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

helmet
ହେଲମେଟ ନଥିବାରୁ ଯାଇଛି ୨୩୯୭ ଜୀବନ

ଜୟପୁର(ଟି.ଗୌରୀଶଙ୍କର): ହେଲମେଟ ପିନ୍ଧିନଥିବାରୁ ୨୦୧୯ରେ ଯାଇଛି ୨୩୯୭ ଜୀବନ। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ନିରାପତ୍ତା ବୈଠକରେ ଏହି ସୂଚନା ଦିଆଯାଇଛି। ୨୦୧୯ରେ ମୋଟ ୫୩୩୩ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୮ରୁ ୪୫ ବର୍ଷ ଭିତରେ ୬୭% ରହିଛି। ତେବେ ୪୧%...

cctv
ସିସିଟିଭି ସାମ୍ନାରେ ହତ୍ୟାକାଣ୍ଡ ଘଟିଲା, ଫୁଟେଜ୍ ଦେଖିବା ବେଳକୁ ପୋଲିସ ନିରାଶ

ଭୁବନେଶ୍ୱର: ରାଜଧାନୀରେ ସିସିଟିଭି କ୍ୟାମେରା ଲାଗିଛି ହେଲେ ଅଚଳ। ଦିନ ଦ୍ୱିପହରେ ସିସିଟିଭି ସାମ୍ନାରେ ହତ୍ୟାକାଣ୍ଡ ଘଟିଲା। ତେବେ ଫୁଟେଜ୍ ଦେଖିବା ବେଳକୁ ପୋଲିସ ନିରାଶ, କାରଣ ଅଚଳ ସିସିଟିଭିରେ କିଛି ବି ରେକର୍ଡ ହୋଇନି। ଯଦି ସିସିଟିଭି କାମ କରୁଥାଆନ୍ତା ହୁଏତ ହତ୍ୟାକାଣ୍ଡର ଆମୂଳଚୁଳ ଦୃଶ୍ୟ ଏଥିରେ...

158357735_4116626795093901_4056598008308443510_o
ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର। ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ କମିଶନର। ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ଦୀର୍ଘ ଦେଢ ବର୍ଷ ଧରି...

RBI
ଆରବିଆଇ ନିଯୁକ୍ତି: ଅଫିସ୍ ଆଟେଣ୍ଡାଣ୍ଟ ପୋଷ୍ଟ ପାଇଁ ଆବେଦନ କରନ୍ତୁ

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କର ବିଭିନ୍ନ କାର୍ଯ୍ୟାଳୟରେ “ଅଫିସ୍ ଆଟେଣ୍ଡାଣ୍ଟ” ର ୮୪୧ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଆମନ୍ତ୍ରଣ କରିଛି। ଏହି ପଦବୀ ପାଇଁ ଚୟନ ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷା (ଅନଲାଇନ୍ ପରୀକ୍ଷା) ଏବଂ ପରେ ଭାଷା ଦକ୍ଷତା ପରୀକ୍ଷା (ଆଞ୍ଚଳିକ...

simoilipal
ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍, ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍। ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ୍ ନିୟୋଜନ କରିବାକୁ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବାରିପଦା ବନଖଣ୍ଡର ସବୁ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍ ପାଇଁ ନିର୍ଦ୍ଦେଶ...

mahila
ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା

ଭୁବନେଶ୍ୱର: ଆବାସ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା କିନ୍ତୁ ହେଲେ ମହିଳାଙ୍କୁ ଏଡ଼ାଇ ଚାଲିଗଲେ ମନ୍ତ୍ରୀ ପଦ୍ମନାଭ ବେହେରା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଦେଇଥିଲେ ମନ୍ତ୍ରୀ। ହେଲେ ବର୍ଷେ ପରେ ବି ଘର ତିଆରି ହୋଇପାରିଲାନି। ଏହାର ପ୍ରତିବାଦ କରି ମନ୍ତ୍ରୀଙ୍କୁ କାର୍ଯ୍ୟାଦେଶ...

Mission-sakti
ରାଜ୍ୟରେ ଗଠନ ହେଲା ନୂଆ ବିଭାଗ 'ମିଶନ୍ ଶକ୍ତି'

ଭୁବନେଶ୍ୱର: ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମକୁ ୨୦ ବର୍ଷ ପରେ ସ୍ୱତନ୍ତ୍ର ବିଭାଗରେ ପରିଣତ କରାଯାଇଛି। ୨୦୧୭ରେ ଗଠନ ହୋଇଥିବା ମିଶନ ଶକ୍ତି ନିର୍ଦ୍ଦେଶାଳୟ ମଧ୍ୟ ଏହି ବିଭାଗ ଅଧିନରେ ରହିବ। ଏହାଛଡ଼ା ବିଭିନ୍ନ ବିଭାଗ ଅଧିନରେ ଥିବା SHGକୁ ମିଶନ ଶକ୍ତି ବିଭାଗକୁ ଅଣାଯାଇଛି।...

bjp odisha
ଓଡ଼ିଶାର ପ୍ରଗତିରେ ବିଜେଡି ବାଧକ: ପୃଥୀରାଜ

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ। ବୈଠକ ପରେ ରାଜ୍ୟ ସରକାର ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଅର୍ଥ ବାଧକ ନଥିବାବେଳେ, ଓଡିଶା ସରକାର ନିଜେ ରାଜ୍ୟ ପ୍ରଗତିରେ...

biswanath
ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ସସ୍‌ପେଣ୍ଡ୍ ଧମକ

ଝାରସୁଗୁଡା: ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ଧମକ। ଫୋନ୍ କଲ୍‌ରେ ଦଳ ବିରୋଧୀ କାମ କରିଥିବା ଅଭିଯୋଗରେ ଧମକ ଦେଇଛନ୍ତି ବିଜେଡି ନେତା ବିଶ୍ୱନାଥ ତ୍ରିପାଠୀ। ଦଳ ପାଇଁ କାମ ନକରିବାରୁ ଖୋଲାଖୋଲି ଫୋନ୍‌ରେ ଚାକିରି ନେଇଯିବାକୁ ଧମକ ଦେଇଛନ୍ତି। ଯାହାର ଅଡିଓ ଏବେ ଭାଇରାଲ୍ ହୋଇଛି।...

ipl
ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାସମର

ନୂଆଦିଲ୍ଲୀ: ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧। ଏନେଇ ବିଧିବଦ୍ଧ ଭାବେ ଘୋଷଣା ବିସିସିଆଇ ଘୋଷଣା କରିଛି।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ହେବ। ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା ହେବ। ମେ ୩୦ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ। 🚨 BCCI announces schedule...

west-bengal
ପଶ୍ଚିମବଙ୍ଗରେ ଏଥର ଷ୍ଟାର ଓ୍ୱାର୍, ରାତି ପାହିଲେ ପଦ୍ମ ଧରିବେ ମିଥୁନ୍?

କୋଲକାତା: ପଶ୍ଚିମବଙ୍ଗରେ ଏଥର ଷ୍ଟାର ଓ୍ୱାର୍। ବିଧାନସଭା ନିର୍ବାଚନର ମଇଦାନରେ ଅନେକ ସିନେ ଷ୍ଟାର ଓ ଟିଭି ସେଲିବ୍ରିଟି। ଏହି ତାଲିକାର ସଦ୍ୟତମ ସେଲିବ୍ରିଟି ବିଗତ ଦିନର ମ୍ୟାଟ୍‌ନି ଆଇଡଲ୍ ଡିସ୍କୋ ଡାନ୍ସର୍ ମିଥୁନ ଚକ୍ରବର୍ତ୍ତୀ ହୋଇପାରନ୍ତି। ଚର୍ଚ୍ଚା ହେଉଛି ଆସନ୍ତାକାଲି ହେବାକୁ ଥିବା ମୋଦିଙ୍କ ମେଗା ସମାବେଶରେ...

sudhansu-khabar
ଆଇଆରସି ଭିଲେଜ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କଲେ ସିପି

ଭୁବନେଶ୍ୱର: ଆଇଆରସି ଭିଲେଜରେ ଗାଡ଼ି ଭିତରେ ଯୁବକଙ୍କୁ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କଲେ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆତ୍ମରକ୍ଷା ପାଇଁ ଆକ୍ରମଣ ହୋଇଛି ସିପି ବୋଲି କହିଛନ୍ତି। ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ଅଛି, ସେ ଜାମିନରେ ଥିଲା। ଆଜି ଟୁକୁନା ଦୁଇ ଭାଇ...

pm-kissan
ଓଡ଼ିଶାର ସବୁ ଯୋଗ୍ୟ ଚାଷୀ ପାଇବେ ପିଏମ୍‌ କିଷାନ୍‌

ଭୁବନେଶ୍ୱର: ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ଲାଭ ମିଳିବ। ଏ ନେଇ ଟୁଇଟ୍ କରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଆଧାରରେ ତୋମାର ଟ୍ୱିଟ୍ କରିଛନ୍ତି। ସମସ୍ତ ଯୋଗ୍ୟ ଚାଷୀଙ୍କୁ ପିଏମ୍...

aditya
ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମାନବପ୍ରେମୀ ଆଦିତ୍ୟଙ୍କ ପରିବାର

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ସିବିଆଇ ତଦନ୍ତ ଦାବି କରି ଆଦିତ୍ୟଙ୍କ ପରିବାର ଲୋକେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାର୍ଚ୍ଚ ୪ ତାରିଖରେ ଏନେଇ ପରିବାର ଲୋକେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗତ ଜୁଲାଇ ମାସରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ...

sports
ଇନିଂସ୍ ବିଜୟ ସହ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଚତୁର୍ଥ ଟେଷ୍ଟକୁ ଦଖଲ କଲା ଟିମ୍ ଇଣ୍ଡିଆ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଭାରତୀୟ ସ୍ପିନରଙ୍କ ମୁକାବିଲା କରି ନ ପାରି ଇଂଲଣ୍ଡ ଧରାଶୟୀ ହୋଇଛି। ଫଳରେ ଚତୁର୍ଥ ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଛି। ଆଜି ତୃତୀୟ ଦିନରେ ଇଂଲଣ୍ଡକୁ...

bjp
ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଦିଶପୁର: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପ୍ରଥମ ଦଫାରେ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱଲ ମଜୁଲି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ହେଭିେଓ୍ୱଟ ହିମନ୍ତ ବିଶ୍ୱଶର୍ମା ଜାଲୁକବାରିରୁ ପ୍ରାର୍ଥୀ ହେବେ। କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ...

sabya-ar
ଓଡ଼ିଶାକୁ ଫେରିଲେ ସବ୍ୟାର୍ଚ୍ଚିତା

ଭୁବନେଶ୍ୱର: ରାଜସ୍ଥାନରେ ରାଜକୀୟ ଶୈଳୀରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଓଡ଼ିଶାରେ ପହଞ୍ଚିଲେ ଓଲିଉଡ୍‌ର ଲୋକପ୍ରିୟ ଯୋଡି ସବ୍ୟସାଚୀ ଓ ଅର୍ଚିତା।  ଭୁବନେଶ୍ୱରରେ ପହଞ୍ଚିବା ପରେ ସବ୍ୟସାଚୀ ପ୍ରତିକ୍ରିୟା ରଖି କହିଛନ୍ତି, ଗତବର୍ଷ ମାର୍ଚ୍ଚରେ ବିବାହ ହେବାର ଥିଲା। କିନ୍ତୁ କୋଭିଡ ପାଇଁ ସ୍ଥଗିତ ହୋଇଥିଲା। ଏବେବି...

similipal
ଆସିଲା ଶିମିଳିପାଳ ଅଭୟାରଣ୍ୟର ସାଟେଲାଇଟ୍ ଚିତ୍ର

ଭୁବନେଶ୍ୱର: ଯେତେ ଲିଭେଇଲେ ବି ଲିଭୁନି ଶିମିଳିପାଳ ନିଆଁ। ଗୋଟିଏ ପଟେ ଥମିଲେ ଅନ୍ୟ ପଟେ ବିଜୁଳି ବେଗରେ ବ୍ୟାପୁଛି ଜଙ୍ଗଲି ନିଆଁ। ସପ୍ତାହେରୁ ଅଧିକ ସମୟ ଧରି ହୁତୁ ହୁତୁ ଜଳୁଥିବା ଶିମିଳିପାଳ ଅଭୟାରଣ୍ୟ। ଆଉ ନାସା ପକ୍ଷରୁ ଜାରି କରାଯାଇଥିବା ଆଜିର ଏ ସାଟେଲାଇଟ୍ ଚିତ୍ର...

appointment
ପ୍ରକାଶ ପାଇଲା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ନିଯୁକ୍ତି: ଏଇ ପଦବୀ ପାଇଁ ଆବେଦନ କରନ୍ତୁ

ଭୁବନେଶ୍ୱର: କେନ୍ଦ୍ରୀୟ  ବିଦ୍ୟାଳୟ ଏହାର  No.2 ନମ୍ବର ଉପଲ  (SOI) ହାଇଦ୍ରାବାଦ ପ୍ରତିଷ୍ଠାନରେ ଖାଲି ଥିବା  ପଦ ପଦବୀ  ଘୋଷଣା କରିଛି। ଆବେଦନ କରିବା ପାଇଁ ଆଗ୍ରହୀ ଥିବା ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ 6, 2021 କିମ୍ବା ପୂର୍ବରୁ ଏହି ପଦବୀ ଗୁଡିକ ପାଇଁ ଆବେଦନ କରିପାରିବେ। ସରକାରୀ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।