• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

ଫଟୋର ଶିଳ୍ପୀ ସର୍ବେଶ୍ୱର ଦାସ
କଥାକୁହା ବିରଳ ଫଟୋର ଶିଳ୍ପୀ ଇଞ୍ଚୁଡିର ସର୍ବେଶ୍ୱର ଦାସ

ଗାଥା ବଖାଣୁଛି ଇତିହାସର କଳା ଧଳା ଫଟୋ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ଛାଡ ଆନ୍ଦୋଳନ ହେଉ ଅବା ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ।

ଗାଡ଼ି କଟକଣା
ମନ ଇଚ୍ଛା ଗାଡ଼ି ଚଢି ବୁଲି ପାରିବେନି ସରକାରୀ ବାବୁ

ସରକାରୀ ଗାଡ଼ିର ଅପବ୍ୟବହାର ହେଉଛି କି ? ସରକାରୀ ବାବୁମାନେ ଚଢୁଥିବା ଗାଡି ବାବଦକୁ ଖର୍ଚ୍ଚରେ ହେଉଛି କି ହେରଫେର? ଭଡା ଗାଡି ବାବଦକୁ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ନୂଆ ଗାଇଡଲାଇନ ପରେ ଉଠିଛି ଏମିତି ପ୍ରଶ୍ନ।

Army vehicle falls into gorge
ଗଭୀର ଖାଲରେ ଗଳିପଡ଼ିଲା ସେନାର ଗାଡ଼ି, ୯ ଯବାନ ସହିଦ

ଦୁର୍ଘଟଣାରେ ୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। 

Govt imposes 40% export duty on onion to devlop local supplies
ପିଆଜ ରପ୍ତାନୀରେ ରୋକ୍ ଲଗାଇବାକୁ ବ୍ୟବସ୍ଥା କଲେ ସରକାର

ବଜାରରେ ଏବେ ପିଆଜ କିଲୋ ପ୍ରତି ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେପ୍ଟେମ୍ବରରେ ତାହା ଦୁଇ ଗୁଣା ଅର୍ଥାତ୍ ୫୫ରୁ ୬୦ ଟଙ୍କାରେ ବିକ୍ରି ହେବା ଆଶଙ୍କା ରହିଛି।

India's First Long-Range Revolver
ଭାରତର ପ୍ରଥମ ଦୂର ବାଟକୁ ଭେଦ କରୁଥିବା ରିଭଲବର୍‌ 'ପ୍ରବଳ'

'ପ୍ରବଳ' ହେଉଛି ପ୍ରଥମ ରିଭଲବର୍‌ ଯାହା ସାଇଡ୍‌ ସୁଇଙ୍ଗ୍‌ ସିଲିଣ୍ଡର, ଯାହା ଦ୍ୱାରା ଟ୍ରିଗର୍‌କୁ ମାରିବା ପାଇଁ ସହଜ ହୋଇଥାଏ।

No industries in industrial hub
ଶିଳ୍ପଶୂନ୍ୟ ସ୍ଥିତିକୁ ଆସିଯିବନି ତ ଦାଦନ ବହୁଳ ଗଞ୍ଜାମ ?

ଇଡକୋ ଜମିରେ ଗଢ଼ି ଗଢିଉଠିଥିବା ଶିଳ୍ପାଞ୍ଚଳ ଏବେ ବଣବୁଦାରେ ନିଜ ପରିଚୟ ହରାଇଛି। ମାଲିକମାନେ ନିଜ ନିଜର ମେସିନ୍ ଓ ଯନ୍ତ୍ରପାତି ନେଇ ଚାଲି ଗଲେଣି। ଇଣ୍ଡଷ୍ଟ୍ରିରେ ତାଲା ପଡିଛି ଆଉ ବାହାରେ ଝୁଲୁଛି ଖଣ୍ଡେ ଟିଣ ସାଇନ୍ ବୋର୍ଡ।

BJD MLA Soumya Ranjan Patnaik
ସୌମ୍ୟରଞ୍ଜନଙ୍କ ସଂପାଦକୀୟ ପ୍ରହାର ଝଡ଼: 5T ସଚିବଙ୍କୁ ନିଶାନା, ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍

ଶାସନ ବ୍ୟବସ୍ଥାକୁ ପୁଣି ଶାସକ ଦଳ ବିଧାୟକ ସୌମ୍ୟଙ୍କ ଟାର୍ଗେଟ୍। ଫାଇଭ୍-ଟି ସଚିବଙ୍କୁ ସିଧା ନିଶାନା। ହେଲିକପ୍ଟରରେ ବୁଲି ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା। ନିଜ ଜନ୍ମଦିନରେ ନିଜ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ, ଏ 'ଜନ୍ମଦିନର ଅନୁଚିନ୍ତା' ଶୀର୍ଷକ ଲେଖାକୁ...

low pressure
୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ: ୨୫ରୁ ପୁଣି ଏକ ଘୂର୍ଣ୍ଣିବଳୟ !

ଲଘୁଚାପ ସବଳ, ସକ୍ରିୟ। ତୁହାକୁ ତୁହା କାଚୁଛି। ୨୪ ଘଣ୍ଟାରେ ୫ ସ୍ଥାନରେ ଅତିପ୍ରବଳ ତ ୩୦ରୁ ଅଧିକ ସ୍ଥାନରେ ନିର୍ଦ୍ଧୁମ୍ ବର୍ଷିଛି।

plus two exam
ମାଟ୍ରିକ୍ ପରେ ପ୍ଲସ୍ ଟୁ ପରୀକ୍ଷା ଚିନ୍ତା, ଆସନ୍ତା ଫେବ୍ରୁଆରୀରେ ହେବ ଦୁଇଟି ବୋର୍ଡର ପରୀକ୍ଷା

ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି।

Low Pressure over Bay of Bengal
୩ ଦିନ ଛେଚିବ ! କାଲି ସକାଳ ଯାଏଁ ୧୫ ଜିଲ୍ଲାକୁ ସତର୍କବାଣୀ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛିଛି। ଏହା ପ୍ରଭାବରେ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଶକ୍ତି ବିଭାଗକୁ ଘାରିଛି ବିଜୁଳି ସଞ୍ଚୟ ଚିନ୍ତା
ବଦଳିବ ସବୁ ସରକାରୀ ଅଫିସ୍‌ର ଫ୍ୟାନ୍: ୫ ବର୍ଷ ପୁରୁଣା ଫ୍ୟାନ୍ ଓ AC ବଦଳାଇବାକୁ ପ୍ରସ୍ତାବ

ଶକ୍ତି ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। କାହିଁକି ନା ଓଡିଶା ହେଉଛି ବିଜୁଳି ବଳକା ରାଜ୍ୟ। ତଥାପି କାହିଁକି ଶକ୍ତି ବିଭାଗକୁ ଘାରିଲା ସରକାରୀ କାର୍ଯ୍ୟାଳୟରେ ବିଜୁଳି ବଞ୍ଚାଇବା ଚିନ୍ତା। ଆଉ ମାତ୍ର ୫ ବର୍ଷର ଫ୍ୟାନ, ଏସି ଖୋଲି ନୂଆ  ଲାଗିଲେ କେତେ ବିଜୁଳି ବଞ୍ଚାଇ ପାରିବ ଶକ୍ତି...

 har ghar tiranga campaign in Dhenkanal
ହର୍ ଘର୍ ତ୍ରିରଙ୍ଗାରେ ସାମିଲ ହେଲେ SHG ମହିଳା: ତିଆରି କଲେ ୧୦ହଜାରରୁ ଉର୍ଦ୍ଧ୍ୱ ପତାକା

ଗ୍ରୁପର ଏହି ମହିଳା ମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ୧୦ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରିବାରେ ସକ୍ଷମ ହୋଇଛନ୍ତି। କେବଳ ତ୍ରିରଙ୍ଗା ପତାକା ନୁହଁ ବରଂ କରୋନା କାଳରେ ସଞ୍ଜିବନୀ ପାଲଟିଥିବା ହଜାର ହଜାର ମାସ୍କ ତିଆରି କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ...

Today Panchang
Today Panchang 14th August: ଜାଣନ୍ତୁ ଆଜିର ଘାତ ଚନ୍ଦ୍ର ଓ ଘାତ ବାର

ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ରାତ୍ରି ୦୪.୨୫ ଗତେ କର୍କଟ। ତିଥି – ୧୩ଶୀ ଦିବା ୧୦.୨୫ ଗତେ ୧୪ଶୀ। ଘାତ ଚନ୍ଦ୍ର –ନାସ୍ତି, ଘାତ ବାର – ମିଥୁନ

Odisha Politics
ବିଜେଡ଼ି ସରକାର ବିରୋଧରେ ବିଜେପିର ଦୁର୍ବାର ଲଢେଇ: ମେଣ୍ଟ ନୁହେଁ, ଏକାକୀ ଲଢିବୁ କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା 

ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ, ପରେ ନବୀନ-ଶାହ ଭେଟଘାଟକୁ ନେଇ ଦୁଇ ଦଳର କର୍ମୀ ଓ ନେତା ଏବେ ଦ୍ୱନ୍ଦ୍ୱରେ।

ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍
ରୋଡ୍ ଆକ୍ସିଡେଣ୍ଟ ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍: ୬୫ ହଜାର ଏନସିସି କ୍ୟାଡେଟଙ୍କୁ ମିଳିବ ତାଲିମ

ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍। ନେବେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା ଏବଂ ସାଜିବେ ଦୁର୍ଘଟଣା ପରର ପ୍ରଥମ ସେବାକାରୀ।

Man jumps into river in Cuttack
ପାରିବାରିକ କଳହର କରୁଣ ପରିଣତି: ୯ ମାସର କୁନି ଝିଅକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

ପଛରେ ପତ୍ନୀ ଗୋଡାଇ ଚିତ୍କାର କରୁଥିଲେ। ମୋ ଝିଅକୁ ବଂଚାଅ। ତଥାପି ଅଟକି ନଥିଲେ ପ୍ରକାଶ, ଦେଖୁ ଦେଖୁ କଅଁଳା ଝିଅକୁ ଧରି ନଈ ଭିତରକୁ ଡେଇଁ ପଡିଥିଲେ। 

Odia jawan martyred
ମଣିପୁରରେ କାର୍ଯ୍ୟରତ ଆସାମ ରାଇଫଲ୍ସର ଓଡ଼ିଆ ଯବାନ ସହିଦ

ନୀଳାଚଳ ୨୦୦୪ ମସିହାରେ ଆସାମ ରାଇଫଲ୍ସରେ ଯୋଗଦାନ କରିଥିଲେ। ଏହି ଖବର ମିଳିବା ପରେ ଗାଁରେ ଶୋକାକୂଳ ପରିବେଶ ଲାଗି ରହିଛି।

Asian Champions Trophy
ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ବାଜି ମାରିଲା ଭାରତ

ଚେନ୍ନାଇରେ ମାଲେସିଆକୁ ୪-୩ ଗୋଲରେ ହରାଇ ଭାରତ ଆଜି ଚାମ୍ପିଅନ୍ ହୋଇଛି।

Politics
ମେଣ୍ଟ ଚର୍ଚ୍ଚାରେ ପାଣି ଢାଳିଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର

ଦିଲ୍ଲୀରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି କୋଳାକୋଳି। ଆଗକୁ ନେବ କେଉଁ ସମୀକରଣର ରୂପ ? ସଂସଦରେ ମୋଦୀ ସରକାରକୁ ଶଙ୍ଖଦଳର ହୃଦୟ ଖୋଲା ସମର୍ଥନ ଓ ପରସ୍ପରକୁ ଶାହ-ନବୀନଙ୍କ ପ୍ରଶଂସା ପରେ ହଲଚଲ ଦିଲ୍ଲୀରୁ ଭୁବନେଶ୍ୱର ରାଜନୀତି।

Martyr CRPF jawan Sushant Khuntia
ଲୁହରେ ଭିଜିଲା ବୀରମାଟି ଆନନ୍ଦପୁରର ନନ୍ଦିସାହି

ସହିଦର ମୁକଟ ପିନ୍ଧି ପ୍ରଥମ ଓ ଶେଷଥର ପାଇଁ ଦେହରେ ଜାତୀୟ ପତାକା ଘୋଡ଼ି ହୋଇ ଗାଁକୁ ଫେରୁଥିଲା ବୀର ପୁଅ...ଗାଁ ଦାଣ୍ଡ ଦେଇ ଶୋଭାଯାତ୍ରା ଲମ୍ବିଥିଲା ଯେ ଲମ୍ବିଥିଲା ଆଖି ପାଇବା ଯାଏଁ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।