ମହାପ୍ରଭୁଙ୍କ ଅତି ପ୍ରିୟ ଦୟଣା ଏବେ ଓଡ଼ିଶାରେ ଉତ୍ପାଦନ କମ୍ ହେଉଥିବାରୁ ମହାପ୍ରଭୁଙ୍କ ପାଖରେ ଅଭାବ ଦେଖା ଦେଇଛି । ଯାହାକୁ ନେଇ ବାଙ୍ଗାଲୋରରେ ରହୁଥିବା ଚୌଦ୍ଵାର ଅଞ୍ଚଳର ଜଣେ ଯୁବକ ଦେବଦତ୍ତ ସାହୁ ତାମିଲନାଡ଼ୁରୁ ଆରିଛନ୍ତି ଦୟଣା ।
Published By: Swadesi Megha Mallhar Prusty
Last updated: 24 April 2024, 12:12 PM IST
ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଦୁଇଟି ଗୁତୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ହେଉଛି ସହରୀ ଶିକ୍ଷିତ ସମାଜରେ ମତଦାନ ହାର କମିବା ଏବଂ ଦ୍ୱିତୀୟଟି ହେଉଛି ଗ୍ରାମାଂଚଳରେ ଲୋକଙ୍କ ଭୋଟ ବର୍ଜନ। ଏଥିପାଇଁ ଦାୟୀ କିଏ? ବିକାଶର ବାର୍ତ୍ତାକୁ ବ୍ୟାପକ ପ୍ରଚାର କରୁଥିବା ଦୀର୍ଘ ବର୍ଷର ଏକ ସ୍ଥାୟୀ ସରକାର ଏଥିପାଇଁ ଉତ୍ତରଦାୟୀ ନୁହେଁ କି?