୧୧% ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮% ହେଲା । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ଲାଗୁ ହେବ । ଉପକୃତ ହେବେ କେନ୍ଦ୍ର ସରକାରଙ୍କ ୪୫ ଲକ୍ଷରୁ ଅଧିକ କର୍ମଚାରୀ । ୬୫ ଲକ୍ଷରୁ ଅଧିକ ପେନସନଧାରୀଙ୍କୁ ମିଳିବ ଫାଇଦା ।
Published: Prangyan Parimita
Last updated: 14 July 2021, 05:31 PM IST
CSIR ଅଧିକାରୀମାନେ କହିଛନ୍ତି ଏମିତି ନିୟମ ଦ୍ୱାରା ଶକ୍ତି ସଞ୍ଚୟ ହେବ । ତେଣୁ ଏହି ପଦକ୍ଷେପ ନିଆଯାଇଛି । ଏହି ଦିନ କର୍ମଚାରୀମାନେ ବିନା ଆଇରନ୍ ଦିଆ ପୋଷାକ ପିନ୍ଧି ଆସିବେ ଅଫିସ ।