ବିରାଟ ଆଉଟ ହେବା ପରେ ଅମ୍ପାୟାରଙ୍କ ସହ ଖରାପ ବ୍ୟବହାର କରିଥିବା କୁହାଯାଉଛି। ଯେଉଁଠି ପାଇଁ କୋହଲିଙ୍କ ମ୍ୟାଚ୍ର ୫୦ ପ୍ରତିଶତ ଫି କାଟି ଦିଆଯାଇଛି।
ଚଳିତ ଆଇପିଏଲରେ ଲଗାତାର ଭାବେ ଖରାପ ପ୍ରଦର୍ଶନ ଦେଇ ଆସୁଛି ଆରିସିବି । କେବେ କେବେ ବୋଲର ମାନେ ଫେଲ୍ ହେଉଛନ୍ତି ତ କେବେ କେବେ ବ୍ୟାଟର୍ । ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଓ ମନୋଜ ତିୱାରୀ ଅନେକ କାରଣ ଉପରେ ଆଲୋକପାତ କରିଛନ୍ତି । ଆସନ୍ତୁ ଜାଣିବା ..
ଆଇପିଏଲ ୨୦୨୪ର ପ୍ରଥମ ଶତକୀୟ ଇଂନିସ ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି । ଏହା ବିରାଟ କୋହଲିଙ୍କ ଅଷ୍ଟମ ଓ ଟି୨୦ରେ ନବମ ଶତକୀୟ ଇଂନିସ ।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ ।
କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ୍ କ୍ରିଜ୍ ପାଖକୁ ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ହେଲେ ଏହା ଫ୍ୟାନ୍ଙ୍କୁ ପଡ଼ିଲା ମହଙ୍ଗା। ନିୟମ ଉଲଙ୍ଘନ କରି ମ୍ୟାଚ୍ ମଝିରେ ବିରାଟଙ୍କୁ କୁଣ୍ଢାଇ ପାକାଇବା ପାଇଁ ତାଙ୍କୁ ନିସ୍ତୁକ ମାଡ଼ ପଡ଼ିଛି।
IPLରେ ଗତକାଲି ଖେଳାଯାଇଛି ଆଉ ଏକ ହାଇଭୋଲଟେଜ୍ ମ୍ୟାଚ୍ । ପଞ୍ଜାବକୁ ୪ ୱିକେଟରେ ମାତ୍ ଦେଇଛି ବେଙ୍ଗାଲୁରୁ । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଘରୋଇ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭୭ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ।
ଗତକାଲି ଅନୁଷ୍ଠିତ ଉଦଘାଟନୀ ମୁକାବିଲା ଜିତି ନେଇଛି ଚେନ୍ନାଇ । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଫଳରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ।
ବିରାଟ କୋହଲି ନିଜ ପ୍ରଶଂସକଙ୍କ ମଧ୍ୟରେ କିଙ୍ଗ ଭାବେ ପରିଚିତ । କ୍ରିକେଟର ବାଦଶାହା କହିଲେ ବିରାଟ କୋହଲିଙ୍କୁ ବୁଝାଏ । ସଚିନ କ୍ରିକେଟର ଭଗବାନ ହେଲେ ବିରାଟ ରାଜା । କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା, ପ୍ରଦର୍ଶନ ତାଙ୍କୁ ଆଜି ଏପରି ଆସନରେ ନେଇ ବସାଇଛି ।
ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍ର ଟାଇଟଲ୍ ଜିତିଲା ବାଙ୍ଗାଲୋର।
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୨୧ ମ୍ୟାଚ୍ର କ୍ରୀଡାସୂଚୀ ଜାରି କରାଯାଇଛି।
ସିରାଜ ହାଇଦ୍ରାବାଦ୍ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ।
୨୦୦୮ରୁ ଏଯାଁଏ ଆଇପିଏଲ୍ କୌଣସି ସଂସ୍କରଣରେ ବି ଆର୍ସିବି ଟ୍ରଫି ଜିତି ନାହିଁ । ପୂର୍ବରୁ ଦଳ ଆଇପିଏଲ୍ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ହାତେଇବାରେ ଅସମର୍ଥ ହୋଇଛି । ଯାହାକୁ ନେଇ ଲୋକେ ସୋସିଆଲ୍ ମିଡିଆରେ ବାରମ୍ବାର ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେତେ ବି ଟ୍ରୋଲ୍ ହେଉ ନା କାହିଁକି ଏବେବି ଆର୍ସିବିର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଷ୍ଟାଡିୟମରେ ଆସି ଟିମ୍କୁ ସପୋର୍ଟ କରୁଛନ୍ତି ।
ଏହି ମ୍ୟାଚରେ ରଜତ ପାଟିଦାର ୨୧ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ଦୁଇଟି ଲମ୍ବା ଛକା ମଧ୍ୟ ସାମିଲ ଅଛି । ତାଙ୍କର ଗୋଟିଏ ଛକା ଏକ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଯାଇଥିଲା ।
ରବିବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍ରେ ହରାଇ ୧୬୫ ରନ କରିଥିଲା। ଦଳ ପକ୍ଷରୁ ଗ୍ଲେନ ମ୍ୟାକ୍ସେଓ୍ବଲ ୩୭ ବଲରେ ୫୬ ରନ କରିଥିଲେ । ଜାବବରେ ମୁମ୍ବାଇ ଇଣ୍ଡିଆନ୍ସ ୧୧୧ରନରେ ଅଲ ଆଉଟ୍ ହୋଇଥିଲା ।
କିଛିଦିନ ପୂର୍ବେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୧୯ ତାରିଖ ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(Royal Challengers Bangalore) ଟିମ୍ର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଆର୍ସିବିକୁ ୪ ୱିକେଟ୍ରେ ପରାସ୍ତ କରି ଆଇପିଏଲରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ୍ କରିବାରେ ସକ୍ଷମ ହୋଇଥିଲା। ଜବାବରେ କେକେଆର୍ ୭ଟି ବଲ୍ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। କୋଲକାତା ଟିମ୍ ପକ୍ଷରୁ ସୁନିଲ ନାରିନ୍ ମାତ୍ର ୧୯ବଲ୍ରେ ବିସ୍ଫୋରକ ୫୦ ରନ କରିଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଅପରାଜିତ ୩୫ ରନ କରି […]