• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Post Office Job

job
ପୋଷ୍ଟମ୍ୟାନ ଏବଂ ମେଲ୍‌ଗାର୍ଡ ପଦରେ ନିଯୁକ୍ତି ସୁଯୋଗ

ଭାରତୀୟ ଡାକଘର ତରଫରୁ ପୋଷ୍ଟମ୍ୟାନ ଏବଂ ମେଲ୍‌ ଗାର୍ଡ ପଦରେ ନିଯୁକ୍ତି ପାଇଁ ବି‌ଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୨୧ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ। ପଦବି ସଂଖ୍ୟା- ୧) ପୋଷ୍ଟମ୍ୟାନ-୧୩୨ ୨) ମେଲ୍ ଗାର୍ଡ- ୦୨ ଚାକିରି ସ୍ଥାନ- ହାଇଦ୍ରାବାଦ, ସିକନ୍ଦରାବାଦ ଶିକ୍ଷାଗତ ଯୋଗ୍ୟତା- ପ୍ରାର୍ଥୀ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ। ବୟସ ସୀମା-୧୮-୨୭ ବର୍ଷ ଆବେଦନ ଫି- ପଞ୍ଜିକରଣ ପାଇଁ ୧୦୦ଟଙ୍କା ଦେବାକୁ ହେବ। ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ। ଅଧିକ […]