ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା । ଦୁବାଇ ସହରରେ ଏକାଠି ହେଲେ ଗର୍ବିତ ଓଡ଼ିଆ । ଗର୍ବର ସହ ପାଳନ କଲେ ଉତ୍କଳ ଦିବସ । ଗତ ୧୮ ବର୍ଷ ଧରି ୟୁଏଇରେ ଥିବା ଓଡ଼ିଆ ସମାଜ ବା ଓସା ତରଫଲୁ ଏହାର ପାଳନ ହୋଇଆସୁଛି । ଯାହାର ନାଁ ଦିଆଯାଇଛି ଉତ୍ସବ ୨୦୨୪ ।
ୟୁଏଇ ଯାଉଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦୁବାଇରେ ଥିବା ଭାରତର ଦୂତାବାସ । ଅତି ଆବଶ୍ୟକ ନଥିଲେ ବର୍ତ୍ତମାନ ୟୁଏଇ ନଯିବାକୁ କୁହାଯାଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମାଧ୍ୟମରେ କୌଣସି ଯାତାୟତ କରନ୍ତୁ ନାହିଁ ।
ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନ ସେବା। ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠପ୍ ହୋଇଯାଇଛି ସେବା।
ପ୍ରବଳ ବର୍ଷା କାରଣରୁ ବିମାନବନ୍ଦରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିଲା। ରନ୍ ୱେରେ ପାଣି ଲହଡି ଖେଳୁଥିଲା। ଉଡାଣ ପାଇଁ ଥିବା ବିମାନ ତଳେ ପାଣି ଚାଲୁଥିବା ବେଳେ ପାର୍କିଂ ହୋଇଥିବା କାରଗୁଡିକ ଅଧା ଜଳମଗ୍ନ ହୋଇଯାଇଥିଲା।
ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମା ସ୍ୱାକ୍ଷରିତ ହୋଇଛି।
ଜନ୍ମ ମାଟି ଓ ପରିବାର ଛାଡ଼ି ଦୂର ଜାଗାକୁ ଯିବାଠାରୁ ବଳି ଦୁଃଖ ନାହିଁ। ତଥାପି ପେଟ ପୋଷିବାକୁ, ପରିବାର ଚଳାଇବାକୁ ଘରଦ୍ବାର ଛାଡ଼ି ଦେଶ ବିଦେଶକୁ ଯିବାକୁ ପଡ଼େ। ସେଠାରେ ଯଦି କିଛି ଅଘଟଣ ଘଟେ, ବଢ଼ିଯାଏ ଦୁଃଖ ।
ୟୁଏଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ସ୍ୱାଗତ ।
କେଉଁ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା, ଜାଣିନାହାନ୍ତି କି ଉନ୍ନୟନ କମିଶନର ଅନୁ ଗର୍ଗ..ସଂସ୍କୃତି ମନ୍ତ୍ରୀ ଭାବେ ସମ୍ବୋଧନକୁ ନେଇ ପାୱାର କରିଡରରେ ଚର୍ଚ୍ଚା..ଦୁବାଇରେ ମନ୍ତ୍ରୀ ଓ ବିଧାୟକଙ୍କୁ ଅସମ୍ମାନ ଅଭିଯୋଗ ଆଣି ଘେରିଲେ ବିରୋଧୀ..
ପ୍ରଶ୍ନ ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତାହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକି?
ପ୍ରଶ୍ନ ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତାହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକି?
ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଉଡ଼ିବ ପ୍ରଥମ ବିମାନ . . . ଯିବା ଆସିବା ପାଇଁ ୨୦ ହଜାର ଟିକେଟ ମୂଲ୍ୟ
ଜାଣନ୍ତୁ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ କେତେ ରଖାଯାଇଛି।
ବଣମଲ୍ଲୀ ବଣରେ ମଉଳି ଯାଇନି.. ପିଲାଟି ଦିନରୁ ବାପା ମାଆ ଛେଉଣ୍ଡ ବୁଦ୍ରି, ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି..
ୟୁନାଇଟେଡ ଆରବ ଏମିରେଟର ଧନୀ ସହର ଦୁବାଇ। ଆପଣଙ୍କ ପର୍ସରେ ଟଙ୍କା ନାହିଁ ଅର୍ଥ ଏ ସହର ଆପଣଙ୍କ ପାଇଁ ନୁହେଁ। ଏମିତି ପରିସ୍ଥିତିରେ ଏଠିକାର ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକେ ସକାଳ ହେଲେ ପ୍ରଥମେ ଚିନ୍ତା କରନ୍ତି ଆଜି ଦିନକୁ ଥରେ ଖାଇବାକୁ ମିଳିବ ତ ?
AA8(ଏଏ୮) ଲେଖାଥିବା ଏହି ନମ୍ବର ପ୍ଲେଟ୍କୁ ନିକଟରେ ନିଲାମ ଡକାଯାଇଥିଲା। ଏହାକୁ ଦୁବାଇର ଜଣେ ବ୍ୟକ୍ତି ପ୍ରାୟ ୭୦ କୋଟି ଟଙ୍କାରୁ ଅଧିକ ଦେଇ କିଣିଥିଲେ।
୭ ମହଲା... ସଂପୂର୍ଣ୍ଣ ଷ୍ଟେନସେସ୍ ଷ୍ଟିଲ୍... ରୋବୋଟ୍ ସହାୟତାରେ ନିର୍ମାଣ... ୭୭ ମିଟର ଉଚ୍ଚ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ନିର୍ମାଣ କରିବାକୁ ଲାଗିଛି ୯ ବର୍ଷ ସମୟ । ବାହାରେ ଲାଗିଛି ଆରବିକ୍ ଭାଷାରେ ଲିପିବଦ୍ଧ ୧ ହଜାର ୨୪ଟି ସ୍ୱତନ୍ତ୍ର ପ୍ଲେଟ୍ । ୩୦ ହଜାର ବର୍ଗ ମିଟର ପରିମିତ ଜାଗାରେ ରହିଛି ଏହି ବିଲ୍ଡିଂ
ଏଣିକି ବାଲ୍କୋନିରେ ପୋଷାକ ଶୁଖାଇବା ପଡିବ ମହଙ୍ଗା । ଦୁବାଇରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ଯାହାର ଉଲ୍ଲଂଘନ କଲେ ଦେବାକୁ ପଡିବ ଜରିମାନା । ଦୁବାଇରେ ବାଲ୍କୋନିରେ ପୋଷାକ ଶୁଖାଇବା ନିଷେଧ କରାଯାଇଛି । ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ନଗର ପୌରପାଳିକା ପକ୍ଷରୁ ଘୋଷଣା କରାଯାଇଛି ।
ଦୁବାଇ ଆକାଶରରେ କରିସ୍ମା ଦେଖାଇଲା ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ । ଦେଖନ୍ତୁ ଏହାର ସଂପୂର୍ଣ୍ଣ ଭିଡିଓ..
ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠାନ କରିବ ଦୁବାଇ । ଏନେଇ ବୁର୍ଜ ଖଲିଫାର ଅରମାନି ରିଷ୍ଟୋରାଣ୍ଟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ଏବଂ ଇଉଜିନ୍ ଇଭେଣ୍ଟ ପକ୍ଷରୁ ଏହାର ଘୋଷଣା କରାଯାଇଛି ।
ଗାନ୍ଧି ଜୟନ୍ତୀ ଅବସରରେ ବିଶ୍ୱର ସବୁଠୁ ଉଚ୍ଚତମ ଟାୱାର ବ୍ରୁଜ ଖଲିଫାରେ ବାପୁଙ୍କ ଆଦର୍ଶ ଓ ଗାଥାର ଲାଇଟ୍ ଶୋ ଅନୁଷ୍ଠିତ ହୋଇଛି।
DRDO ତଥ୍ୟ ଲିକ୍ ଘଟଣାର ଆଉ ଏକ ଖୁଲାସା। ଦୁବାଇରୁ ଆସୁଥିଲା ଲକ୍ଷଲକ୍ଷ ଟଙ୍କା। ଅଭିଯୁକ୍ତଙ୍କୁ ଜେରା ବେଳେ ମିଳିଛି ଏହି ଖବର। ୟୁକେ ନମ୍ବରରେ ୫ ଅଭିଯୁକ୍ତଙ୍କ ସହ କଥା ହେଉଥିଲେ ସେହି ମହିଳା । ପରେ ଦୁବାଇରୁ ଆସୁଥିଲା ଟଙ୍କା। ହନିଟ୍ରାପ୍ ମାଧ୍ୟମରେ ମହିଳା ଜଣକ DRDO କର୍ମଚାରୀଙ୍କୁ ଫସାଇଥିଲେ।
ଦୁବାଇରେ ରହୁଥିବା ଓଡ଼ିଆଙ୍କ ନୂଆଁଖାଇ ପାଳନ। ଏକ ପାର୍କରେ ଏକାଠି ହୋଇ ପାଳିଲେ ନୂଆଁଖାଇ
ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ। ଯାହାର ଦାମ୍ ୬୦ ହଜାର ଟଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାକୁ ଖାଇବାକୁ ଅନେକ ଲୋକ ପୂର୍ବରୁ ଟିକେଟ୍ ମଧ୍ୟ ବୁକିଂ କରୁଥିବା ଜଣାଯାଏ
ନୂଆଦିଲ୍ଲୀ: ବେଳେବେଳେ ମଣିଷ ଯାହା ଭାବି ନଥାଏ, ତାହା ହୋଇଯାଏ। ଏହା ସମସ୍ତଙ୍କୁ ଚକିତ କରେ। ଯାହାକୁ କହନ୍ତି କପାଳ ଲିଖନ। ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ନିଜର ଭାଗ୍ୟ ବଳରେ ଡ୍ରାଇଭରରୁ ପାଲଟିଯାଇଛନ୍ତି କୋଟିପତି । ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହା କିପରି ସମ୍ଭବ ହେଲା। ଦୁବାଇରେ ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଜନ୍ ବର୍ଗିସ । […]