ଚାଷୀଙ୍କ ସମସ୍ୟାର ସମାଧାନ କେବେ ହେବ? ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କଲା ବିଧାନସଭାର ଷ୍ଟାଣ୍ଡିଂ କମିଟି ।
Published: Satyendu Shekher Mishra
Last updated: 28 November 2021, 10:44 PM IST
ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଜବ କାରନାମା। ସ୍କୁଲରେ ‘ଫେସିଆଲ୍’ ହେଉଥିଲେ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାଡ ମାରି ଲହୁଲୁହାଣ କରି ରକ୍ତାକ୍ତ କରିବା ସହ କାମୁଡି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଢେର୍ ଭାଇରାଲ ହେବାରେ ଲାଗିଛି ।