ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା । ରାଜପଥରେ ଚିହ୍ନଟ ୩୩୫ ବ୍ଲାକ୍ ସ୍ପଟ୍ ପାଇଁ ଷ୍ଟ୍ରାଟେଜି । ୩୦ ହଜାର ଫାଷ୍ଟ ରେସ୍ପଣ୍ଡରଙ୍କୁ ଟ୍ରେନିଂ ।
Published: Satyendu Shekher Mishra
Last updated: 27 November 2021, 10:19 PM IST
ବୟସ ଖୁବ୍ କମ୍... ହେଲେ ବାଇକ୍ ଚଳାଉଛି ବାଳକ । ଦେଖନ୍ତୁ ଏହି ଭିଡିଓକୁ... ଗାଡ଼ିରେ ବସିବା ପରେ ପିଲାଟିର ଗୋଡ଼ ତଳକୁ ଠିକ୍ ସେ ବି ଲାଗୁନି । ହେଲେ ନିଜେ ବାଇକ୍ ଚଳାଇବା ସହ ପଛରେ ଅନ୍ୟ ଜଣେ ବାଳକକୁ ବସାଇଛି ।