ନେଟଓ୍ୱର୍କ ନାହିଁ ତ ଭୋଟ୍ ନାହିଁ। ମୋବାଇଲ୍ ନେଟଓ୍ୱର୍କ ଆସୁନଥିବାରୁ ତାତିଲେ କନ୍ଧମାଳ ରାଇକିଆର କରଡ଼ା ପଞ୍ଚାୟତବାସୀ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୋବାଇଲ୍ ଟାଓ୍ୱାର ନ ବସିଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ।
Published: Satyendu Shekher Mishra
Last updated: 18 October 2021, 12:44 PM IST
ଏହି ଫଟୋ ଦେଖି ଆପଣଙ୍କ ପାଟିରୁ ବି ଲାଳ ଗଡୁଛି ନାଁ.. ହଁ..ଇଏ ହେଉଛି ଚକୋଲେଟ୍ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ । ମାର୍କେଟରୁ ଆପଣ ବିଭିନ୍ନ ପ୍ରକାରର ଚକୋଲେଟ୍ କିଣି ଖାଇଥିବେ । ହେଲେ କେବେ ଭାବିଛନ୍ତି ଏହା କିପରି ତିଆରି ହୁଏ, କିଭଳି ଏହା ଭିତରର ମିଠାଜ୍ ଆପଣଙ୍କ ମନକୁ ମିଠା କରିଦିଏ।