• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜମିବ ହକି ଫିଭର । ଏଥର ବିଶ୍ୱକପରେ ଭାଗ ନେଉଛନ୍ତି ଭାରତ ସମେତ ୧୬ଟି ଟିମ୍ । ସମସ୍ତ ଟିମ୍ ପହଁଚି ସାରିଥିବା ବେଳେ କଳିଙ୍ଗ ଷ୍ଟାଡିୟମର ବ୍ଲୁ ଟର୍ଫରେ ଅଭ୍ୟାସ କରୁଛନ୍ତି ଖେଳାଳି । ତେବେ କରୋନା କଟକଣା ପାଇଁ ଷ୍ଟାଡିୟମକୁ ପ୍ରବେଶ ଅନୁମତି ନଥିବାରୁ ନିରାଶ ହୋଇଛନ୍ତି ହକିପ୍ରେମୀ ।

Jr Hockey World Cup : India Men In Easy Group, To Start Off Against France