ଆଜି ମହାମାୟାଙ୍କ ମହାନବମୀ: କୁନି ଝିଅଙ୍କୁ କୁମାରୀ ବେଶରେ ପୂଜାର୍ଚ୍ଚନା, ଏଣେ କରୋନା କଟକଣା ଯୋଗୁ କେମିତି ହାତବାନ୍ଧି ବସିଛନ୍ତି ମଣ୍ଡପ ପାଖରେ ବେପାର କରି ଚଳୁଥିବା ବ୍ୟବସାୟୀ, ଦେଖନ୍ତୁ ଏହି ରିପୋର୍ଟ ।
Published: Satyendu Shekher Mishra
Last updated: 14 October 2021, 09:42 PM IST
ବାସନ୍ତୀ ଦୁର୍ଗାପୂଜା ବୈଦିକ ଏବଂ ବହୁ ପୁରାତନ। ଏହା ହିଁ ଆଦ୍ୟଶକ୍ତିର ବାସ୍ତବ ପୂଜାଦିବସ। ‘ଦୁର୍ଗା, ମଧ୍ୟ ସମର ବା ସାମରିକ ଦେବୀ ରୂପେ ପୂଜିତା। ଭାରତୀୟ ପରମ୍ପରା ସମରାଭ୍ୟାସ ବା ସମର ଗମନ ପୂର୍ବରୁ ତାଙ୍କୁ ପୂଜନ କରାଯାଇ ଆସୁଛି।