ଭୁବନେଶ୍ୱରରେ ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ। ଫାର୍ସାରେ ହାଣିଲେ ୩/୪ ଦୁର୍ବୃତ୍ତ। ଭୁବନେଶ୍ୱରର ୟୁନିଟ୍ ୬ ମା ତାରେଣୀ ବସ୍ତିରେ ଦୁର୍ବୃତ୍ତମାନେ ଆଶାକର୍ମୀଙ୍କ ଭାଇକୁ ଆକ୍ରମଣ କରୁଥିବା ବେଳେ ସେ ଅଟକାଇବାରୁ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହହ୍ପିଟାଲରେ ଭର୍ତ୍ତି କରାଯାଇଛି।
Published By: Pramod Behera
Last updated: 18 August 2021, 09:58 PM IST
ଆନ୍ଧ୍ରପ୍ରଦେଶ ନରସରାୱପେଟ୍ ଜିଲ୍ଲାର ଏକ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା। ଭୋଜିରୁ କନ୍ୟାକୁ ଘର ଲୋକ ଅପହରଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।