କେତେବେଳେ ଚା ପ୍ୟାକେଟରେ ତ କେତେବେଳେ ପରିବା ଟ୍ରକରେ। ବେଙ୍ଗଲରୁ ବାଲେଶ୍ୱର ଓ ଜଳେଶ୍ୱର ଦେଇ ଭୁବନେଶ୍ୱରର ଆସୁଛି ବ୍ରାଉନସୁବାର। ପୋଲିସ ଯେତେ ଧରପଗଡ଼ କରୁଛି ସେମିତି ରଣନୀତି ବଦଳାଉଛନ୍ତି ମାଫିଆ । ମହିଳା ଏବଂ ଶିଶୁଙ୍କୁ ମାଧ୍ୟମ କରି କୋଟି କୋଟିର ଖେଳ କରୁଛନ୍ତି ନିଶା ମାଫିଆ ।
Published By: Satyendu Shekher Mishra
Last updated: 18 August 2021, 10:25 PM IST
ଗତ ୧୩ରେ ଅନସାରୀଙ୍କୁ ଆଜୀବନ ସଜା ଶୁଣାଇଥିଲେ କୋର୍ଟ । ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଦଣ୍ଡାଦେଶ ହୋଇଥିଲା ।