ଧାନକିଣାକୁ ନେଇ ରାଗି ଗଲେ ବାଲେଶ୍ୱର ସାଂସଦ: ଆଉ ତା’ପରେ ହେଲା କଣ?

ରାଗି ଗଲେ ନନା

ନନା ରାଗିକି ନିଆଁ
ଧାନମଣ୍ଡିରେ ଚାଷୀଙ୍କୁ ଠକିବାରୁ
‘ପଚାରୁଛି ପରା ତତେ… ଗାଲୁଆକୁ ଚାପୁଡ଼ା ପକେଇବି ଧରିକି…’ ଠିଆ ଠିଆ ଟ୍ୟୁସନ କଲେ ନନା।
ୟେ ହେଉଛି ବାଲେଶ୍ୱର ଜିଲ୍ଲା ସିନ୍ଧିଆ ଧାନ ମଣ୍ଡିର ନିଧିପଣ୍ଡାର ଦୃଶ୍ୟ। ଏଠାର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଚାଷୀ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀକୁ ଜଣାଇବାରୁ ନନା ଯାହା କଲେ ଦେଖନ୍ତୁ…

 

You might also like