GST ଲାଗୁ ପରଠୁ ରାଜ୍ୟରେ ରାଜସ୍ୱ ସଂଗ୍ରହ କମିଛି : ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା

ନୂଆଦିଲ୍ଲୀ : ଅାଜି GST କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏହି ବୈଠକ। ତେବେ ଭିଡିଓ କନ୍‌ଫରେନ୍ସ ବୈଠକରେ ସାମିଲ ହୋଇଥିଲେ ଓଡ଼ିଶାର ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ।

GST କାଉନସିଲ ବୈଠକ ପରେ ମନ୍ତ୍ରୀ ଶଶି ବେହେରା କହିଛନ୍ତି, GST ଲାଗୁ ପରଠୁ ରାଜ୍ୟରେ ରାଜସ୍ୱ ସଂଗ୍ରହ କମିଛି। ଓଡ଼ିଶା ଖାଉଟି ରାଜ୍ୟ ହୋଇ ଥିବାରୁ ଖର୍ଚ୍ଚ ବିବରଣୀ ଦେବାକୁ କହିଛୁ।

You might also like