ସଂଖ୍ୟା କମୁଛି, ଡ଼ର ଯାଉନି…୨୪ ଘଣ୍ଟାରେ ୧୩୮ ଆକ୍ରାନ୍ତ ଚିହ୍ନଟ
୨୪ ଘଣ୍ଟାରେ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ମୋଟ୍୧୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ୨୪ ଘଣ୍ଟାରେ କ୍ୱାରେନଣ୍ଟିନରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ମୋଟ୍ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 26th January, 2021
New Positive Cases: 138
In quarantine: 81
Local contacts: 57(Details of local contacts will be shared by concerned District Administration)
District Wise Cases:
1. Angul: 3
2. Balasore: 6
3. Bargarh: 7
4. Bhadrak: 4
5. Balangir: 1— I & PR Department, Odisha (@IPR_Odisha) January 27, 2021
ସେହିପରି ଅନୁଗୁଳରୁ ୩, ବାଲେଶ୍ୱରରୁ ୬, ବରଗଡ଼ରୁ ୭, ବଲାଙ୍ଗୀର ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକରୁ ୪, ଏହାସହ କଟକରୁ ୨୬, ଦେବଗଡ଼ରୁ ୨, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୪, ଯାଜପୁରର ୬, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ଜଣେ, କେନ୍ଦୁଝରରୁ ୩, ଖୋର୍ଧାରୁ ୮, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୩,ନୂଆପଡ଼ାରୁ ୧୫, ପୁରୀରୁ ୯, ରାୟଗଡ଼ାରୁ ୧, ସମ୍ବଲପୁରରୁ ୯ ଓ ସୁନ୍ଦରଗଡରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଷ୍ଟେଟ୍ ପୁଲର ସଂଖ୍ୟା ୨ ରହିଛି।
6. Boudh: 1
7. Cuttack: 26
8. Deogarh: 2
9. Gajapati: 2
10. Ganjam: 3
11. Jagatsinghpur: 4
12. Jajpur: 6
13. Jharsuguda: 4
14. Kalahandi: 1
15. Keonjhar: 3
16. Khurda: 8
17. Malkangiri: 1
18. Mayurbhanj: 3
19. Nuapada: 15
20. Puri: 9
21. Rayagada: 1
22. Sambalpur: 9— I & PR Department, Odisha (@IPR_Odisha) January 27, 2021
କେବଳ ଏତିକି ନୁହେଁ ବରଂ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୩୩୪୬୬୭ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୩୧୪୨୭ରେ ପହଞ୍ଚିଛି। ତେବେ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସର ସଂଖ୍ୟା ୧୨୮୧ ରହିଥିବା ନେଇ ସୂଚନା ମିଳିଛି।
23. Sonepur: 2
24. Sundargarh: 15
25. State Pool: 2New recoveries: 143
Cumulative tested: 7612713
Positive: 334667
Recovered: 331427
Active cases: 1281— I & PR Department, Odisha (@IPR_Odisha) January 27, 2021