ନରୋତ୍ତମ ସାର୍ଙ୍କ ପାଇଁ ଖାଲି ପଡ଼ିଆ ଆଜି ସବୁଜିମାରେ ହସୁଛି
ଟ୍ରି ମ୍ୟାନ ନରୋତ୍ତମ ଦାସ। ଘର ମୟୂରଭଞ୍ଜି ଜିଲ୍ଲା ନାବରା ଗ୍ରାମରେ । ଗଛ ଲଗାଇବା ସହ ଜଙ୍ଗଲର ସୁରକ୍ଷା ପାଇଁ ବ୍ରତୀ ନରୋତ୍ତମ ସାର। ତାଙ୍କ ପ୍ରଚେଷ୍ଟାରେ ଖାଲି ପଡିଥିବା ଟାଙ୍ଗରା ପଡିଆ ଆଜି ସବୁଜିମାରେ ହସୁଛି।