ଆଜି ଦେଖାଯିବ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’

ନୂଆଦିଲ୍ଲୀ: ଆଜି ଦେଖାଯିବ ୨୦୨୦ ମସିହାର ଅନ୍ତିମ ‘ସୁପର୍ ମୁନ୍’। ଅପରାହ୍ନ ୪.୧୫ ମିନିଟ୍‌  ସମୟରେ ଏହା ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମିଳିବ। ଏହି ସୁପର୍‌ ମୁନ୍‌କୁ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’ ଓ ‘କର୍ଣ୍ଣ ପ୍ଲାଣ୍ଟିଂ ମୁନ୍‌’ ମଧ୍ୟ କୁହାଯାଉଛି।

ନାସାର ତଥ୍ୟ ଅନୁସାରେ, ଆଜି ଅପରାହ୍ନ ୪.୧୫ ମିନିଟ୍‌ ସମୟରେ ସୁପର୍‌ମୁନ୍‌ର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିବ।

ହେଲେ ଭାରତରେ ୨୦୨୦ର ଏହି ଅନ୍ତିମ ସୁପର୍ ଫ୍ଲାଓ୍ୱାର୍ ମୁନ୍ ଦୃଶ୍ୟମାନ ହେବ ନାହିଁ। କାରଣ ଏହା ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪.୧୫ ହୋଇଥିବ। ଏହି ସମୟରେ ସୂର୍ଯ୍ୟଙ୍କ କିରଣ ଏହା ଉପରେ ଭାରି ପଡ଼ିବ।

ଅନ୍ୟ ଦିନରେ ଦେଖାଯାଉଥିବା ଚନ୍ଦ୍ର ଠାରୁ ଆଜି ୬ ପ୍ରତିଶତ ବଡ଼ ଓ ଆହୁରି ଉଜ୍ଜ୍ୱଳ ଦେଖାଯିବ ଚନ୍ଦ୍ର। ତେଣୁ ଏହାକୁ ସୁପର୍‌ ମୁନ୍‌ କୁହାଯାଉଛି।  ଗତବର୍ଷ ଏପ୍ରିଲ୍‌ ୭ରେ ସୁପର୍‌ ମୁନ୍‌ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଏଥର କଟକରେ ହେବନି ବାଲିଯାତ୍ରା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ଷ୍ଟାଟସ୍‌ ନୁହେଁ ଧମକ୍‌କୁ ଦେଖି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେବା ଉଚିତ-ସୁପ୍ରମକୋର୍ଟ

କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

You might also like