ପୁଲିସ ହେବ ତ ଏମିତି ; ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇଲେ ଏସ୍‌ପି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଲିସ ହେବ ତ ଏମିତି , ଯିଏ ବିପଦ ଆପଦରେ ଲୋକଙ୍କ ପାଖରେ ଛିଡ଼ା ହୁଏ।  ଠିକ୍ ଯେମିତି ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର। ଜଣେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି  ସେ ନିଜ କର୍ତ୍ତବ୍ୟର ପରିଚୟ ଦେଇଛନ୍ତି।

ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ରାଜଗାଙ୍ଗପୁର ଆସୁଥିଲେ ଏସ୍‌ପି ସୌମ୍ୟା। କୁତ୍ରା ନିକଟ ବିଜୁ expressway ରେ ସେହି ସମୟରେ ଏକ ବାଇକ ଧକ୍କା ଦେଇଥିଲା ଜଣେ ସାଇକେଲ ଅରୋହୀଙ୍କୁ । ବାଇକ୍‌ ଧକ୍କାରେ ସାଇକେଲ ଆରୋହି ରାଜେନ୍ଦ୍ର କିସପେଟା ଗୁରୁତର ଆହତ ହୋଇ highway ରେ ପଡ଼ିଥିଲେ ମଧ୍ୟ  କେହି ସହାୟତା କରିନିଥିଲେ ।

ଏହି ସମୟରେ ସେଠାରେ ଏସପି ସୌମ୍ୟା ମିଶ୍ର ପହଞ୍ଚି ନିଜ ସରକାରୀ ପୁଲିସ ଗାଡ଼ିରେ ଆହତ ରାଜେନ୍ଦ୍ରଙ୍କୁ ଚିକତ୍ସା ଲାଗି ନେଇଥିଲେ ରାଜଗାଙ୍ଗପୁର ହସ୍ପିଟାଲ। ଏପରିକି ସୌମ୍ୟାଙ୍କ ବ୍ୟକ୍ତିଗତ ରକ୍ଷା ଜ୍ୟାକେଟକୁ ଷ୍ଟ୍ରେଚର ଭାବେ ବ୍ୟବହାର କରାଯାଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ ନେବା କେତେ ଜରୁରୀ, ଏହାର ବାର୍ତ୍ତା ଦେଇଛନ୍ତି ଏସ୍‌ପି ସୌମ୍ୟା ମିଶ୍ର। ତେବେ ଦୁଃଖର କଥା ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

You might also like