ପେଟ ପାଇଁ ରବି ଶାସ୍ତ୍ରୀ ସମାଲୋଚନାର ଶରବ୍ୟ
ପ୍ରଦୀପ ଭାରତୀ
ନୂଆଦିଲ୍ଲୀ/ଭୁବନେଶ୍ୱର: ନିଜ ପେଟ ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। କେବଳ ସେତିକି ନୁହେଁ ଶାସ୍ତ୍ରୀ ସୋଶାଲ ମିଡିଆରେ ମଧ୍ୟ ଟ୍ରୋଲ୍ର ଶିକାର ହୋଇଛନ୍ତି।
ଯେହେତୁ ସେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ଓ ଏବେକାର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ସେ ସଦା ସର୍ବଦା ଫିଟ୍ ରହିବା କଥା। କିନ୍ତୁ ତାଙ୍କ ପେଟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ତାଙ୍କର ପେଟୁଆ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ସମାଲୋଚକମାନେ ତାଙ୍କୁ କଟାକ୍ଷ କରିଛନ୍ତି। କେହି କେହି କହିଲେଣି ତାଙ୍କର ଡେଲିଭରି କେବେ ହେବ।
India will win..coz he’s about to deliver ? #INDvENG pic.twitter.com/hVdgZvJrhD
— krishnaisfaith (@atrivandi) August 7, 2018
କୋଚ୍ ଭାବରେ ମଧ୍ୟ ତାଙ୍କ ଭୂମିକାକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଯାଇଛି। ଏହା ମଧ୍ୟ କୁହାଯାଏ ବିରାଟ କୋହଲିଙ୍କ ଯୋଗୁ ହିଁ ସେ ଏହି ପଦବୀରେ ରହିପାରିଛନ୍ତି।
Dil Se Cricket Fan, Aur Pet Se Football Fan… ?? pic.twitter.com/sYDSRIJPLq
— PUNsukh Waangdu ™® (@Pankysm) August 8, 2018
କିଛିଦିନ ତଳେ ସେ ଏକ ଏନର୍ଜି ଡ୍ରିଙ୍କ୍ ର ପ୍ରମୋଶନ କରୁଥିବାର ଭିଡିଓ ପୋଷ୍ଟ କରି ଟ୍ରୋଲ୍ର ଶିକାର ହୋଇଥିଲେ।
Seems Like Ravi Shastri’s Nani’s Home Is In England! ? pic.twitter.com/Z8Tw11kNdY
— @muthayyab_ali (@immali14) August 8, 2018