ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଜୋରାମ ଗସ୍ତ

ନୂଆଦିଲ୍ଲୀ : ଅାସନ୍ତା ୨୮ ତାରିଖରେ ମିଜୋରାମ ବିଧାନସଭା ନିର୍ବାଚନ ଲାଗି ମତଦାନ। ମତଦାନକୁ ଅାଉ ୫ଦିନ ବାକି ରହିଥିବା ବେଳେ ରାଜ୍ୟରେ ଜାରି ରହିଛି ମାରାଥନ ପ୍ରଚାର ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅାଜି ମିଜୋରାମର ଲୁଙ୍ଗଲେଇ ଗସ୍ତ କରି ପ୍ରଚାର କରିଛନ୍ତି।

ଏହି ଅବସରରେ ଅାୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ବିକାଶ ପାଇଁ ବିଜେପିକୁ ବାଛିବାକୁ ଅାହ୍ୱାନ ଦେଇଛନ୍ତି। ରାଜ୍ୟମାନଙ୍କର ବିକାଶ ହେଲେ ଦେଶ ବିକଶିତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

You might also like