Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: +୩ରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି।ଅଧିକାଂଶ ବିଭାଗରେ ବିଜେବି କଲେଜ ଆଗରେ ରହିଛି।

  • କଳାରେ ବିଜେବି ସ୍ୱୟଂଶାସିତ କଲେଜରେ ଭୂଗୋଳ ବିଭାଗରେ ସର୍ବାଧିକ କଟ୍ ଅଫ୍ ମାର୍କ ୯୩% ରହିଛି। ସେହିପରି ଗଣିତ ବିଭାଗରେ(ଫିଜିକାଲ ସାଇନ୍ସ) ୯୫.୩% କଟ୍ ଅଫ୍ ମାର୍କ ସହ ବିଜେବି କଲେଜ ଆଗରେ ରହିଛି। ସେହିପରି Zoology (Biological Science)ରେ ୯୫.୫% କଟ୍ ଅଫ୍‌ ମାର୍କ ସହ ବିଜେବି କଲେଜ ଆଗରେ ରହିଛି।
  • ବାଣିଜ୍ୟରେ ବିଜେବି କଲେଜରେ ୯୮.୬୭% କଟ୍ ଅଫ୍‌ ମାର୍କ ରହିଛି।
  • ଚଳିତ ବର୍ଷ ରାଜ୍ୟର ୧ ହଜାର ୨୯ଟି କଲେଜ୍ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧ ଲକ୍ଷ ୫୮ ହଜାର ୫୪୦ ଜଣ ମନୋନୀତ ହୋଇଛନ୍ତି।
  • କଳାରେ ୯୫ ହଜାର ୬୪୯ ଜଣ, ସେଲ୍ଫ ଫାଇନାନ୍ସିଂରେ ୧,୦୮୧ ଜଣ, ବାଣିଜ୍ୟରେ ୧୬ ହଜାର ୬୮୨, ସଂସ୍କୃତରେ ୩,୮୧୮ ଜଣ, ଫିଜିକ୍ସରେ ୨୩ ହଜାର ୮୧୭ ଓ ବାୟୋଲୋଜିରେ ୪୯୩ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ଆଜିଠୁ ହିଁ SAMS ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିପାରିବେ ଛାତ୍ରଛାତ୍ରୀ।

ଅଧିକ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ ଏହି ଅଫିସିଆଲ୍‌ ୱେବ୍‌ସାଇଟ୍:‌

www.samsodisha.gov.in/Degree/DegreeCutoffMarks.aspx

 

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like