UAE ଦୁବାଇରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ଶ୍ରମିକଙ୍କୁ ଉଦ୍ଧାର ଲାଗି କରାଯାଉଛି ଉଦ୍ୟମ

ଦୁବାଇ : ୟୁନାଇଟେଡ଼୍‌ ଆରବ ଏମିରେଟ୍ସର ଦୁବାଇରେ ଫସିଛନ୍ତି ଓଡ଼ିଆ ଶ୍ରମିକ। ସେମାନେ ହେଉଛନ୍ତି ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର। ସେଠାକାର ପ୍ରାୟ ୪୦ଜଣ ଶ୍ରମିକ ଦୁବାଇରେ ଫସି ରହିଥିବା ଜଣାପଡ଼ିଛି।

୩ ମାସ ତଳେ ଜଣେ ଶ୍ରମିକ ଦଲାଲଙ୍କ କଥାରେ ପଡ଼ି ସମସ୍ତେ ରୋଜଗାର ପାଇଁ ଦୁବାଇ ଆସିଥିଲେ। ତେବେ ସେଠାରେ ସେମାନଙ୍କୁ ପାରିଶ୍ରମିକ ଦିଆନଯିବା ସହ ଶାରିରୀକ ନିର୍ଯାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଶ୍ରମିକଙ୍କୁ ଠିକ୍ ଭାବେ ଖାଇବାକୁ ମଧ୍ୟ ଦିଆଯାଉନାହିଁ।

ନିର୍ଯାତନା ଖବର ପାଇ ଦୁଇବାଇରେ ଥିବା ଓଡ଼ିଆ ସମାଜ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ କରିଛି। ଦୁବାଇରେ ଥିବା କନସଲେଟ୍ ଅଫ ଇଣ୍ଡିଆର ସହାୟତାରେ ଶ୍ରମିକଙ୍କୁ ଓଡ଼ିଶା ପଠାଇବାକୁ ଉଦ୍ୟମ କରାଯାଉଛି।
ଖୁବଶୀଘ୍ର ଶ୍ରମିକମାନଙ୍କୁ ଓଡ଼ିଶା ପଠାଇ ଦିଆଯିବ ବୋଲି କହିଛି ଦୁବାଇରେ ଥିବା ଓଡ଼ିଆ ସମାଜ ଶ୍ରମିକ। ଏହାସହ ଦଲାଲମାନଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି ୟୁଏଇରେ ଥିବା ଓଡ଼ିଆ ସମାଜ।

ଆହୁରି ପଢ଼ନ୍ତୁ

କାଲିଠୁ କଟକ ସହରରୁ ହଟିବ ସଟ୍‌ଡାଉନ୍, ଖୋଲିବ ସପିଂ ମଲ୍‌‌, ହେଲେ…

ସିଲ୍‌ ହେଲା ଅଭିନେତ୍ରୀ ରେଖାଙ୍କ ବଙ୍ଗଳା

କଟକ ସହରରେ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଗୁଜବ, ସିଏମ୍‌ସି କହିଲା FAKE

ହଟ୍‌ସ୍ପଟ୍‌ ଜିଲ୍ଲାରୁ କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍

ଏଣିକି ଦୈନିକ ୮ ହଜାର ହେବ କୋଭିଡ୍ ଟେଷ୍ଟ

ପୋଲିସର ବୟାନ ଆଉ ଭିଡିଓରେ ତାଳମେଳ ରହୁନି, ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ଉଠିଲା ଏମିତି ପ୍ରଶ୍ନ

କଟକ ସହରରୁ ବାହରିଲେ ଆଉ ୧୬ କରୋନା ପଜିଟିଭ୍‌

ଓଡ଼ିଶା ବିଧାନସଭା ସଟ୍‌ଡାଉନ୍

ମାଓପ୍ରବଣ ତାଲିକାରୁ ଓଡ଼ିଶାର ୫ ଜିଲ୍ଲା ବାଦ୍‌

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ

ଗଞ୍ଜାମରେ ଅଟକିବନି ପାସେଞ୍ଜର ଟ୍ରେନ୍

ସପ୍ତାହରେ ଓଡ଼ିଶାରେ କରୋନା ନେଲାଣି ୨୩ ମୁଣ୍ଡ

You might also like