‘କରୋନା କଣ ଆମେ ଜାଣିନୁ’

ମାଲକାନଗିରି :  କରୋନା କଟକଣା ପ୍ରଭାବ ଶୂନ୍ୟ। ଆଦିମ ଜନଜାତି ବଣ୍ଡା ଏହି ମହାମାରି ବିଷୟରେ ନା କଣ ଜାଣିଛନ୍ତି ନା ସଚେତନତା ଅବଲମ୍ବନ କରିଛନ୍ତି। ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡାରେ ବାସ କରୁଥିବା ୩୨ଟି ଗାଁର ୭ ହଜାର ଲୋକଙ୍କୁ ଆଜି ପଯର୍ୟନ୍ତ କରୋନା ଆକ୍ରାନ୍ତ କରିପାରିନାହିଁ।

ଘାଟିରେ ଆଦିମ ଜନଜାତି ଏହି ରୋଗ ସଂପର୍କରେ ଜାଣିନଥିବାରୁ ସେମାନେ ନା ମୁହଁରେ ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୂରତାକୁ ରକ୍ଷା କରୁଛନ୍ତି। ପ୍ରଶାସନ ମଧ୍ୟ ବଣ୍ଡାଘାଟିରେ ଲୋକଙ୍କୁ କରୋନା ନେଇ ସଚେତନ କରାଇନଥିବା ସେଠାକାର ଲୋକେ କହିଛନ୍ତି।

ସମୁଦ୍ର ପତନ ଠାରୁ ୫ ହଜାର ଫୁଟରେ ରହିଥିବା ଏହି ବଣ୍ଡାଘାଟିକୁ ଚଢିପାରି ନାହିଁ କରୋନା ତଥାପି କେତେକ ଶିକ୍ଷିତ ଯୁବକ ଏଠାକାର ବାସିନ୍ଦାଙ୍କୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଲାଗି ସଚେତନ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like