ଭୁଲ୍‌ ରାସ୍ତାରେ ଯାଉଥିଲା ବସ୍‌; ଏମିତି ବୁଦ୍ଧି ଶିଖାଇଲେ ମହିଳା

ନୂଆଦିଲ୍ଲୀ: ସ୍କୁଟି ଚଲାଉଥିବା ଜଣେ ମହିଳାଙ୍କ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହାର କାରଣ କ’ଣ ଜାଣିଲେ ଯେକେହି ମଧ୍ୟ ତାଙ୍କର ପ୍ରଶଂସା କରିବେ। ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଏକ ବସ୍‌ ରାସ୍ତାର ଡାହାଣ ପଟେ ଛିଡ଼ା ହୋଇଛି। ଆଉ ତା’ର ସାମ୍ନାରେ ଏହି ମହିଳା ଛିଡ଼ା ହୋଇଛନ୍ତି।


ସେ ଏପରି କରିବାର କାରଣ ବସ୍‌ଟି ବାମ ପଟେ ଯିବା ବଦଳରେ ଡାହାଣ ଆଡ଼କୁ ମାଡ଼ି ଆସିଛି। ଏହି ମହିଳା ବସ୍‌ ସାମ୍ନାରେ ନିଶ୍ଚଳ ହୋଇ ଛିଡ଼ାହେବା ପରେ ବସ୍‌ ଡ୍ରାଇଭର ବାମ ଦିଗକୁ ମୋଡ଼ ନେବାକୁ ବାଧ୍ୟ ହେଉଛନ୍ତି।

ଏହାକୁ ଶେୟାର କରିଥିବା ଜଣେ ବ୍ୟକ୍ତି ଟ୍ୱିଟରରେ ଲେଖିଛନ୍ତି, ଆପଣ ଯେତେବେଳେ ଠିକ୍‌ ଅଛନ୍ତି, ଏହା ଆପଣଙ୍କୁ ଶକ୍ତି ଯୋଗାଇବ। ଏହି ମହିଳା ଜଣକ ବସ୍‌ ଡ୍ରାଇଭରକୁ ଗୋଟିଏ ଇଞ୍ଚ ମଧ୍ୟ ଆଗକୁ ଆସିବାକୁ ଦେଲେନି। ଏହା ପ୍ରଶଂସନୀୟ ନିଶ୍ଚୟ। ଏହାପରେ ଏହି ଭିଡିଓ ବେଶ୍‌ କିଛି ରିଟ୍ୱିଟ୍‌ ଏବଂ ପ୍ରଶଂସା ସାଉଁଟି ସାରିଲାଣି।

ଆହୁରି ପଢ଼ନ୍ତୁ

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

You might also like