ପୁଲିସ୍‌ ହାତରେ ଧରାପଡ଼ିଲେ ନକଲି ଆର୍‌ଟିଓ ଗ୍ୟାଙ୍ଗ୍‌

ରାଉରକେଲା: ନକଲି ଆରଟିଓ ଗ୍ୟାଙ୍ଗ୍‌ ରାଉରକେଲା ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ସୁନ୍ଦରଗଡ଼ କୋଇଡ଼ା ଥାନା ଅଞ୍ଚଳରେ ନକଲି RTO ସାଜି ଗାଡ଼ି ମାଲିକ ଏବଂ ଡ୍ରାଇଭର ମାନଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗରେ ରାଉରକେଲା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି।

ସେମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ ଗାଡ଼ି, ନଗଦ ୧୦ ହଜାର ଟଙ୍କା ଓ ଖାକି ପୋଷାକ ଜବତ କରିଛି। ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଫରେଷ୍ଟ ଗାର୍ଡ ମଧ୍ୟ ଅଛନ୍ତି।

You might also like