ଚଳିତ ବର୍ଷ ନଭେମ୍ବର ୧୪ରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ଏହି ପର୍ବକୁ ଦୀପୋତ୍ସବ ମଧ୍ୟ କୁହାଯାଇଥାଏ। ଏହି ଦିନରେ ଘରେ ଦୀପ ଜଳାଯାଇ ଲୋକମାନେ ଏହି ପର୍ବକୁ ପାଳନ କରିଥାନ୍ତି। ହେଲେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଦୀପ ଜାଳିଲେ ଶୁଭ ହୋଇଥାଏ।

ଜାଣନ୍ତୁ କେଉଁ କେଛଁ ସ୍ଥାନରେ ଦୀପ ଜାଲିଲେ ଶୁଭ ହୋଇଥାଏ….

  • ଋଣ ତଥା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ଦୀପାବଳି ରାତିରେ ମନ୍ଦିରରେ ଦେଶୀ ଘିଅରେ ଦୀପ ଜଳାଇଲେ ଶୁଭ ବୋଲି କୁହାଯାଇଥାଏ।
  • କୁହାଯାଇଥାଏ, ଦୀପାବଳି ରାତିରେ ତୁଳସୀ ଗଛ ନିକଟରେ ଦୀପ ଜଳାଇଲେ ଶୁଭ ହୋଇଥାଏ। ଯଦି ଆପଣଙ୍କ ଘରେ ତୁଳସୀ ଗଛ ନାହିଁ, ତା’ହେଲେ ଆପଣ ଯେକୌଣସି ଗଛ ନିକଟରେ ଦୀପ ଜଳାଇ ପାରିବେ।
  • ଦୀପାବଳି ରାତିରେ ଘରର ମୁଖ୍ୟ ଦ୍ୱାରରେ ରଙ୍ଗୋଲି କରି ଏହା ମଝିରେ ଦୀପ ଜଳାଇଲେ ଶୁଭ। କୁହାଯାଇଥାଏ, ଏମିତି କରିଲେ ଧନ ପ୍ରାପ୍ତି ହୋଇଥାଏ।
  • ଏହି ଦିନରେ ଓସ୍ତ ଗଛ ତଳେ ୫ଟି ଦୀପ ଓ ମନ୍ଦିରରେ ଗୋଟିଏ ଦୀପ ଜଳାଇବା ଉଚିତ୍‌। ଏପରି କରିବା ଦ୍ୱାରା ଭଗବାନଙ୍କ ଆଶିଷ ମିଳିଥାଏ।
  • ଛାତ ଉପରେ, ଝରକା ନିକଟରେ ଓ ଘରର ଗୁହାଳ ଘରେ ଦୀପ ଜଳାଇଲେ ଶୁଭ ହୋଇଥାଏ। 

ପଢ଼ନ୍ତୁ: ଦୀପାବଳି ପୂର୍ବରୁ ଘରୁ ହଟାନ୍ତୁ ଏହିସବୁ ଜିନିଷ

Other Stories

  • Delivery Boy
    Delivery Boy ପୋଲିସ୍ ସାଜିଲା ଡେଲିଭରି ବୟ

    ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପାଇଁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ସେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଘରର କବାଟ ବାଡେଇଥିଲେ ।

  • PMAY
    Odisha ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି !

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ଏମିତିକି ଏହି ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆସନ୍ତା ୭ରୁ ୯ ଯାଏଁ ଆନ୍ଦୋଳନ କରିବାକୁ ଦଳ...

  • COWIN
    Co Win ୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

    ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା...

  • Small-girl
    Odisha ମା‘ ଭାଇର ଜୀବନ ବଞ୍ଚେଇ ଦେଲା କୁନି ଝିଅ

    ମୁରାଦାବାଦ୍‌: ଯେଉଁ ବୟସରେ ଚାଲି ଶିଖିବା କଥା ସେ ବୟସରେ ସେ ମାଆ ପାଇଁ ସାହାରା ହେଲା । ଅଜଣା ରାସ୍ତାରେ ମାଆ, ଭାଇ ପାଇଁ ଖୋଜି ଆଣିଲା ଉଦ୍ଧାରକାରୀ ଟିମ୍ । ଷ୍ଟେସନ୍‌ରେ ଅଚେତ୍ ଅବସ୍ଥାରେ...