ସମ୍‌ରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱର ସମ୍‌ରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲଆଜି ସମ୍ ହସ୍ପିଟାଲରେ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି। 

ଏମ୍‌ସିଏଲ୍‌ ସ୍ପନ୍ସରରେ ଏହି ହସ୍ପିଟାଲକୁ ସମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଚାଳନା କରୁଛି। 

ସମ୍ ହସ୍ପିଟାଲରେ ୫୨ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମେଡିକାଲ ପ୍ରସ୍ତୁତିରେ ସହଯୋଗ ପାଇଁ ସୋଆକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି।

ଏହା ପୂର୍ବରୁ କିମ୍ସ ଓ କଟକ ଅଶ୍ୱିନୀରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି 

You might also like