• ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ଼ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ପାଇଁ ସର୍ବାଧିକ ୬ ହଜାର ପର୍ଯ୍ୟନ୍ତ ମିଳିବ
  • ବାଲେଶ୍ୱର:  ବସ୍ତା ଅଞ୍ଚଳରୁ ୨ କେଜି ୧୨ ଗ୍ରାମ ବ୍ରାଉନସୁଗାର ଜବତ; ଜଣେ ଗିରଫ
  • ସବୁ ରାଜ୍ୟ ଶିକ୍ଷା ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୦ ଦିନ ଭିତରେ ଦ୍ୱାଦଶ ରେଜଲ୍‌ଟ ମୂଲ୍ୟାୟନ ପଦ୍ଧତି ସ୍ପଷ୍ଟ କର
  • ଟପ୍ ନକ୍ସଲ କମାଣ୍ଡର ହରିଭୂଷଣ କୋଭିଡରେ ମୃତ। 
  • ଭୁବନେଶ୍ୱର: ନକଲି ଔଷଧ ମାମଲା: ମୁଖ୍ୟ ଅଭିଯୁକ୍ତ ଶିବ ଜେନା ଗିରଫ 
  • ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ 
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୫୦ କରୋନା ସଂକ୍ରମିତ ଚିହ୍ନଟ 

Other Stories