ସଂସଦରେ ଉଠିଲା ବଲିଉଡର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦରେ ଉଠିଛି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ। ପାକିସ୍ତାନ ଓ ଚୀନରୁ ଡ୍ରଗ୍ସ ଭାରତକୁ ସ୍ମଗଲିଂ ହେଉଛି। ଫିଲ୍ମ ଜଗତ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ନେଇ ଶୂନ୍ୟକାଳରେ କହିଛନ୍ତି ବିଜେପି ସାଂସଦ ରବି କିଷାନ।

ଡ୍ରଗ୍ସ ଦ୍ୱାରା ଯୁବ ପିଢ଼ୀଙ୍କ ଜୀବନକୁ ନଷ୍ଟ କରିବା ପାଇଁ ଏହି ଷଡ଼ଯନ୍ତ୍ର ହେଉଛି। ନେପାଳ ଦେଇ ଚୀନରୁ ଏବଂ ପଂଜାବ ଦେଇ ପାକିସ୍ତାନରୁ ଡ୍ରଗ୍ସ ଅଣାଯାଉଛି। ଯୁବ ବର୍ଗରେ ରୋଲ୍ ମଡେଲ୍ ଥିବା ବ୍ୟକ୍ତି ବି ଏଥିରେ ସାମିଲ। ତେବେ ଏଥିରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି।

ନାର୍କୋଟେକ୍ କଣ୍ଟ୍ରୋଲ ବ୍ଯୁରୋ କିଛି ପ୍ରମୁଖ ଚେହେରାଙ୍କୁ ଗିରଫ କରିଛି। ଏନେଇ ଆଗାମୀ ଦିନରେ କଡ଼ା ପଦକ୍ଷେପ ନେବା ପାଇଁ ସଂସଦର ଦୃଷ୍ଟି ଆକର୍ଷଣ କରିଛନ୍ତି। ବଲିଉଡ୍ ଲିଙ୍କ୍ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଭାଇ ସୌଭିକଙ୍କ ସମେତ ୧୬ ଜଣଙ୍କୁ ଏବେ ଯାଏ ଗିରଫ କରାଗଲାଣି।

ଆହୁରି ପଢ଼ନ୍ତୁ

ଦିନକରେ ଆଖି ବୁଜିଲେ ଆଉ ୧୫ କରୋନା ରୋଗୀ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

You might also like