• translate
Rajalaxmi Sahoo

ମୁମ୍ବାଇ: ପାରମ୍ପରିକ ରୀତିନୀତିରେ ବିବାହ ପରେ ଗତକାଲି ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍‌ଙ୍କ ଗ୍ରାଣ୍ଡ୍‌ ରିସେପସନ୍‌ ପାର୍ଟି ଆୟୋଜିତ ହୋଇଥିଲା।

ରିସେପସନ୍‌ ପାର୍ଟିରେ ଆଦିତ୍ୟ କଳା ରଙ୍ଗର ସୁଟ୍‌ ସହ ଧଳା ରଙ୍ଗର ଶାର୍ଟ ପିନ୍ଧି ଥିବାବେଳେ ଶ୍ୱେତା ରେଡ୍‌ ଗାଉନ୍‌ରେ ବେଶ୍‌ ସୁନ୍ଦର ଦିଶୁଥିଲେ। ଏହି ପାର୍ଟିରେ କମେଡିଆନ୍‌ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ, ଅଭିନେତା ଗୋବିନ୍ଦା, ପତ୍ନୀ ସୁନୀତା ଓ ଝିଅ ଟିନା ପ୍ରମୁଖ ଯୋଗ ଦେଇଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ପାର୍ଟିରେ ଆଦିତ୍ୟ ଓ ଶ୍ୱେତା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ବିବାହର ଦିନକ ପରେ ଆଦିତ୍ୟ ଇନ୍‌ଷ୍ଟାଗ୍ରାମରେ ୱେଡିଂ ଫଟୋ ଓ ଭିଡିଓ ଶେଆର କରିଛନ୍ତି।

ପଢ଼ନ୍ତୁ: ୧୦ ବର୍ଷର ସମ୍ପର୍କକୁ ବିବାହର ରୂପ ଦେଲେ ଆଦିତ୍ୟ

 

View this post on Instagram

 

A post shared by Viral Bhayani (@viralbhayani)

 

View this post on Instagram

 

A post shared by Viral Bhayani (@viralbhayani)

ସୋମବାର ମୁମ୍ବାଇରେ ଅନୁଷ୍ଠିତ ଏହି ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଯୋଗ ଦେଇନଥିଲେ। ଆଦିତ୍ୟଙ୍କ ବରଯାତ୍ରୀରେ ଉଦିତ୍ ନାଚି ଖୁସି ମନାଉଥିବା ଦେଖିବାକୁ ମିଳିଥିଲା

 

Other Stories