ଆଦିତ୍ୟଙ୍କ ରିସେପସନ୍ ପାର୍ଟିରେ ଡ୍ୟାନ୍ସ କଲେ ଭାରତୀ, ଭିଡିଓ ଭାଇରାଲ୍
ମୁମ୍ବାଇ: ପାରମ୍ପରିକ ରୀତିନୀତିରେ ବିବାହ ପରେ ଗତକାଲି ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍ଙ୍କ ଗ୍ରାଣ୍ଡ୍ ରିସେପସନ୍ ପାର୍ଟି ଆୟୋଜିତ ହୋଇଥିଲା।
View this post on Instagram
ରିସେପସନ୍ ପାର୍ଟିରେ ଆଦିତ୍ୟ କଳା ରଙ୍ଗର ସୁଟ୍ ସହ ଧଳା ରଙ୍ଗର ଶାର୍ଟ ପିନ୍ଧି ଥିବାବେଳେ ଶ୍ୱେତା ରେଡ୍ ଗାଉନ୍ରେ ବେଶ୍ ସୁନ୍ଦର ଦିଶୁଥିଲେ। ଏହି ପାର୍ଟିରେ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ, ଅଭିନେତା ଗୋବିନ୍ଦା, ପତ୍ନୀ ସୁନୀତା ଓ ଝିଅ ଟିନା ପ୍ରମୁଖ ଯୋଗ ଦେଇଥିଲେ।
View this post on Instagram
ପାର୍ଟିରେ ଆଦିତ୍ୟ ଓ ଶ୍ୱେତା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ବିବାହର ଦିନକ ପରେ ଆଦିତ୍ୟ ଇନ୍ଷ୍ଟାଗ୍ରାମରେ ୱେଡିଂ ଫଟୋ ଓ ଭିଡିଓ ଶେଆର କରିଛନ୍ତି।
ପଢ଼ନ୍ତୁ: ୧୦ ବର୍ଷର ସମ୍ପର୍କକୁ ବିବାହର ରୂପ ଦେଲେ ଆଦିତ୍ୟ
View this post on Instagram
View this post on Instagram
View this post on Instagram
View this post on Instagram
ସୋମବାର ମୁମ୍ବାଇରେ ଅନୁଷ୍ଠିତ ଏହି ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଯୋଗ ଦେଇନଥିଲେ। ଆଦିତ୍ୟଙ୍କ ବରଯାତ୍ରୀରେ ଉଦିତ୍ ନାଚି ଖୁସି ମନାଉଥିବା ଦେଖିବାକୁ ମିଳିଥିଲା।
View this post on Instagram
View this post on Instagram