ଦିନକରେ ୨୮୮୮ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୭୦୭୧୪ରେ ପହଞ୍ଚିଲା। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଆଜି ରାୟଗଡ଼ାରୁ ସର୍ବାଧିକ ୪୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା- ୪୧୦, ଗଞ୍ଜାମ-୨୧୭, କଟକରୁ ୧୮୯, ବଲାଙ୍ଗିର-୧୭୩, କୋରାପୁଟ-୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡ଼-୧୩୮, ପୁରୀ-୧୩୪, ବାଲେଶ୍ୱରରୁ ୧୨୩, ସମ୍ବଲପୁର-୧୧୭, ମାଲକାନଗିରି-୮୧, ସୁନ୍ଦରଗଡ଼ରୁ ୭୮ ସୁସ୍ଥ ହୋଇଛନ୍ତି।

ନବରଙ୍ଗପୁର-୫୬, ଝାରସୁଗୁଡ଼ା-୫୫, ଭଦ୍ରକରୁ ୫୨, ବରଗଡ଼-୫୧, ଜଗତସିଂହପୁର-୩୫, ଢେଙ୍କାନାଳରୁ ୩୪, କଳାହାଣ୍ଡି-୩୩, ଗଜପତି-୩୦, କେନ୍ଦୁଝରରୁ ୨୯, କନ୍ଧମାଳ-୨୧, ସୋନପୁର-୧୫, କେନ୍ଦ୍ରାପଡ଼ାରୁ ୧୪, ବୌଦ୍ଧ-୧୦, ଅନୁଗୁଳ ଓ ଯାଜପୁରରୁ ୫ ଲେଖାଏଁ, ଦେବଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଓଡ଼ିଆ ପୁଅଙ୍କୁ ଜର୍ସି ଉତ୍ସର୍ଗ କଲେ ଆର୍‌ସିବି ଅଲରାଉଣ୍ଡର୍ ମୋରିସ୍

ନାଳସଫା କରି ପାଠ ପଢ଼ା ଅର୍ଥ ସଂଗ୍ରହ କରୁଥିଲେ ଛାତ୍ର, ସହାୟତାର ହାତ ବଢ଼ାଇଲେ ପୋଲିସ ଅଧିକାରୀ

‘କରୋନା କଣ ଆମେ ଜାଣିନୁ’

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like