ଓଲଟି ପଡ଼ିଲା ଚୋରା କାଠ ବୋଝେଇ ବୋଲେରୋ

ଆନନ୍ଦପୁର: ଓଲଟି ପଡ଼ିଲା ଚୋରା କାଠ ବୋଝେଇ ବୋଲେରୋ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେଏକ ଚୋରା କାଠ ବୋଝେଇ ବୋଲେରୋ ଓଲଟି ପଡ଼ିଛି।

ଦୁର୍ଘଟଣାରେ ଜଣଙ୍କର ମୃତ୍ୟୃ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

You might also like