ମେ।ଦିଙ୍କ ନାଁରେ ସବୁ ସମ୍ପତ୍ତି କରିଦେବେ ବେ।ଲି କହିଲେ ଏହି ମହିଳା । ହେଲେ କାହିଁକି ?

ମେ। ସମ୍ପତ୍ତି ମୁଁ ମେ।ଦିଙ୍କ ନାଁରେ ହିଁ କରିଦେବି

ବିହାର : ଭେ।ଟରଙ୍କ ମନ ଜିତିବାର ସମସ୍ତ କୌଶଳ ମେ।ଦୀଙ୍କୁ ବେଶ ଭଲ ଭାବରେ ଜଣା । କେମିତି ଭାବରେ ଲେ।କଙ୍କ ମନ ଜିଣିବାକୁ ହୁଏ ସେଥିରେ ସିଦ୍ଧହସ୍ତ । ଏହାର ଉଦାହରଣ ବିହାର ନିର୍ବାଚନ ଫଳାଫଳରୁ ପାଇପାରିବେ । ତେବେ ବିହାର ନିର୍ବାଚନର ଫଳାଫଳ ଆସିବା ପରେ ରାଜଧାନୀ ଦିଲ୍ଲୀରେ ଧନ୍ୟବାଦ ଅର୍ପଣ ସମାରେ।ହ ଅନୁଷ୍ଠିତ ହେ।ଇଥିଲା ।

ତେବେ ଏହି ସମୟରେ ମେ।ଦୀ ନିରବ ଭେ।ଟରଙ୍କ ସମ୍ପର୍କରେ ଅନେକ କଥା କହିଥିଲେ । ଯାହାକୁ ନେଇ ସବୁଆଡେ ଚର୍ଚା ଜେଆର ଧରିଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିରବ ଭେ।ଟ ଏବେ ବିଜେପିର ଶକ୍ତି ଭାବରେ ଉଭା ହେ।ଇଛି । ତେବେ କିଏ ଏହି ନିରବ ଭେ।ଟର ତାହାକୁ ନେଇ ମଧ୍ୟ ବେଶ ଆଲେ।ଚନା ଚାଲିଥିଲା ।

କିନ୍ତୁ ସେ।ସିଆଲ ମିଡିଆରେ ବିଟନ ଦେବୀ ନାମକ ମହିଳାଙ୍କ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଆହୁରି ଅଧିକ ଚର୍ଚାର ବିଷୟ ହେ।ଇଛି । ଭିଡିଓ ଦେଖିଲେ ଆପଣ ମଧ୍ୟ ଜାଣିପାରିବେ ଯେ, ମେ।ଦିଙ୍କ ପ୍ରତି ତାଙ୍କର କେତେ ଅଗାଧ ବିଶ୍ୱାସ ଓ ଭଲପାଇବା ରହିଛି ।

ମେ।ଦିଙ୍କୁ ସେ ଏପରି ଭାବରେ ଭଲପାଆନ୍ତି ଯେ, ତାଙ୍କର ଅନେକ ସମ୍ପତ୍ତି ମଧ୍ୟ ତାଙ୍କ ନାଁରେ କରିଦେବେ ବେ।ଲି ନିଷ୍ପତ୍ତି ନେଇଛନ୍ତି। ତେବେ ସମ୍ପତ୍ତି କରିବା କଥା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । କାରଣ ଯେଉଁ ସମୟରେ ସମ୍ପତ୍ତି ମେ।ଦିଙ୍କ ନାଁରେ କରିବେ ବେ।ଲି ତହସିଲ କାର୍ଯ୍ୟ।ଳୟରେ ପହଂଚିଲେ ଠିକ୍ ସେହି ସମୟରେ ମହିଳାଙ୍କୁ ଦେଖି ସ୍ଥାନୀୟ ଆଇନଜୀବୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହେ।ଇଗଲେ ।

ତେବେ ସ୍ଥାନୀୟ ଲେ।କମାନେ ଅନେକ ସମୟ ଧରି ସମ୍ପୃକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନଁ।ରେ ତାଙ୍କ ସମ୍ପତ୍ତି କରିବେ ବେଲି ଜିଦି ଧରିଥିଲେ । ବିଟନ ଦେବୀ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ପୁଅ ପଚାରିଲେ ନାହିଁ । ବରଂ ଜରାଶ୍ରମରେ ଛାଡି ଦେଇ ଗଲେ । କିନ୍ତୁ ମେ।ଦି ଦେଶବାସୀଙ୍କ ପରି ଯେପରି ଭାବରେ କାମ କରୁଛନ୍ତି ତାହାକୁ ନେଇ ସମସ୍ତେ ଖୁସି ଅଛନ୍ତି । ତେଣୁ ସେ ନିଜର ସମ୍ପତ୍ତି ମେ।ଦିଙ୍କ ନାଁରେ କରିଦେବେ ବେ।ଲି କହିଛନ୍ତି ।

You might also like