ଅଭିନବ ଢଙ୍ଗରେ ଲୁଟିନେଲେ ୧୫ ଭରି ସୁନା

ବ୍ରହ୍ମପୁର: ପୁଲିସ ନାଁରେ ମହିଳାଙ୍କଠାରୁ ଅଭିନବ ଢଙ୍ଗରେ ୧୫ ଭରି ସୁନା ଲୁଟିଲେ ଦୁର୍ବୃତ୍ତ। ବ୍ରହ୍ମପୁର ସୀତାଦେବୀ ଖାଡ଼ଙ୍ଗା ଛାତ୍ରୀନିବାସ ସାମ୍ନାରୁ ଅାଜି ସକାଳେ ଏଭଳି ଅଭିନୟ ଉପାୟରେ ଲୁଟ୍ ଅଭିଯୋଗ ହୋଇଛି।

ଗୋଷାଣୀ ନୂଅାଗାଁ ଅଞ୍ଚଳର ସଂଯୁକ୍ତା ପାଢ଼ୀ ନାମକ ଜଣେ ମହିଳା ସବୁଦିନ ଭଳି ଅାଜି ମଧ୍ୟ ମର୍ଣ୍ଣିଂ ଓ୍ୱାକରେ ଯାଇଥିଲେ। ତେବେ ଫେରିବା ବେଳେ ୪ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ନିଜକୁ ପୁଲିସ୍ ବୋଲି ପରିଚୟ ଦେଇଥିଲେ। ପରେ ସଂଯୁକ୍ତା ପିନ୍ଧିଥିବା ସୁନା ଗହଣା ଖୋଲି ଦାୟିତ୍ୱରେ ରଖିବାକୁ ପରାମର୍ଶ ଦେଇଥିଲେ। ସଂଯୁକ୍ତ ସେମାନଙ୍କ କଥାରେ ବିଶ୍ୱାସ କରି ପିନ୍ଧିଥିବା ହାର, ମୁଦି ଓ ଚୁଡ଼ି ଖୋଲି ନିଜ ପାଖରେ ରଖିବା ପୂର୍ବରୁ ଦୁର୍ବୃତ୍ତମାନେ ମାଉଜର ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଟାଉନ ଥାନା ପୁଲିସ୍  ଘଟଣାର ଛାନଭିନ୍ କରୁଛି।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like