ଆଜି ପରୀକ୍ଷା ଦେବେ ୟେଦ୍ୟୁରପ୍ପା

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ।

ଆଜି ସୁଦ୍ଧା ବିଧାନସଭାରେ ବହୁମତ ପ୍ରମାଣ ଦେବାକୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ଏବେ ହାତରେ ବାକି ଅଛି ମାତ୍ର ଆଉ କିଛି ଘଣ୍ଟା।  ଯଦିଓ ଫ୍ଲୋର ଟେଷ୍ଟରେ ପାସ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି, ତେବେ ସଂଖ୍ୟା ଖେଳରେ ପଛରେ ରହିଛି ବିଜେପି।

କର୍ଣ୍ଣାଟକରେ ଏଥର ୨୨୨ ଆସନରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଅନୁସାରେ ବିଜେପିକୁ ୧୦୪, କଂଗ୍ରେସ୍‌କୁ ୭୮ ଓ ଜେଡିଏସ୍‌କୁ ମିଳିଛି ୩୮ ଆସନ।  ଅନ୍ୟାନ୍ୟ ପାଇଛନ୍ତି ୨ଟି ଆସନ।

ସରକାର ବଞ୍ଚିବାକୁ ହେଲେ ଏବେ ୨ଟି ବିକଳ୍ପ  ପ୍ରଥମ ହେଲା- ବିରୋଧୀଙ୍କ ପାଖର ଏବେ ୧୧୫ ବିଧାୟକଙ୍କ ସମର୍ଥନ ରହିଛି ଯଦି ଅତିକମ୍‌ରେ ୭ ଜଣ କ୍ରସ ଭୋଟିଂ କରନ୍ତି ତା’ହେଲେ ୟେଦି ବହୁମତ ଜିତିବାରେ ସଫଳ ହେବେ। ଦ୍ୱିତୀୟ ବିକଳ୍ପ ହେଉଛି ଯଦି ଅତି କମ୍‌ରେ ୧୪ ଜଣ ବିଧାୟକ ଅନୁପସ୍ଥିତ ରହନ୍ତି, ସେ କ୍ଷେତ୍ରରେ ସଂଖ୍ୟା ଗଣିତ ୟେଦିଙ୍କ ସପକ୍ଷରେ ଯିବ।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like