ବିଧବା ମହିଳାଙ୍କୁ ଦୁଷ୍କର୍ମ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପୁଣି ଲଜ୍ଜା ଘରେ ପଶି ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ରଣପୁର ଥାନା ଅଞ୍ଚଳରେ ଘଟିଛି ଏହି ଦୁଷ୍କର୍ମ ଘଟଣା। ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

ଗତକାଲି ସନ୍ଧ୍ୟାରେ ଘରେ ଏକାକୀ ଥିବାବେଳେ ବିଧବା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ବେଳେ ଅଭିଯୁକ୍ତ ସେହି ଗାଁର ବୋଲି ସୂଚନା ମିଳିଛି।

ପୂର୍ବରୁ ଦିନକ ତଳେ ସେହି ରଣପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା। ସେ ଘଟଣାରେ ଅଭିଯୁକ୍ତ ଏବେ ବି ଫେରାର ଅଛି। ଆଉ ଏବେ ପୁଣି ବିଧବା ମହିଳାଙ୍କୁ ଦୁଷ୍କର୍ମ ଚର୍ଚ୍ଚାର ବିଷୟ ପାଲଟିଛି।

You might also like