ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାଡ଼ିଲା ବୋହୂ, ଦେଖନ୍ତୁ ଭିଡ଼ିଓ

ବରଗଡ଼: ଶାଶୁ ଉପରେ ବୋହୂର ଅମାନୁଷିକ ଅତ୍ୟାଚାର। ବିଚ୍‌ ରାସ୍ତାରେ ଶାଶୁଙ୍କୁ ଘୋଷାଡ଼ି ଘୋଷାଡ଼ି ଟାଣିବା ସହ ଲହୁଲୁହାଣ କଲା ବୋହୂ। ଏଭଳି ଅମାନବୀୟ ଘଟଣା ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ତାଲପାଲି ଗାଁରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ୭୫ ବର୍ଷୀୟ ବୃଦ୍ଧା ଶାଶୁଙ୍କୁ ବୋହୂ ରାସ୍ତାରେ ଘୋଷାଡି ଘୋଷାଡି ଟାଣିବା ଦୃଶ୍ୟ ସାମ୍‌ନାକୁ ଆସିଛି। ଭିଡ଼ିଓରେ ଦେଖିବାକୁମିଳିଛି ଯେ, ମହିଳା ଜଣକ ବୃଦ୍ଧାଙ୍କୁ ଘୋଷାଡ଼ିବାବେଳେ ତାଙ୍କୁ ଛାଡ଼ି ଦେବାପାଇଁ ବୃଦ୍ଧା ଜଣକ ବହୁତ କାକୁତି ମିନତି କରୁଛନ୍ତି। ହେଲେ ବୋହୂ ଜଣକ ତାଙ୍କୁ ନ ଛାଡ଼ି ଅତ୍ୟାଚାର କରୁଛନ୍ତି।  ଅଭିଯୁକ୍ତ ବୋହୂଙ୍କ ନାଁ ବାଲ୍ମତି ସାହୁ। ଗତକାଲି ଏହି ଘଟଣା ଘଟିଥିବା ପୋଲିସ କହିଛି।

ଜମିବାଡ଼ି ବିବାଦକୁ ନେଇ ଉଭୟ ଶାଶୁ ପଦ୍ମାବତୀ ସାହୁ ଓ ବୋହୂ ବାଲ୍ମତି ସାହୁଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା। ତେବେ ଶାଶୁଙ୍କୁ ଏଭଳି ନିର୍ଯାତନାର ଭିଡ଼ିଓ ଭାଇରାଲ୍ ହେବା ପରେ ପୋଲିସ ଗତକାଲି ବୋହୂକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like