ଯାଆଁଳା ଶିଶୁକନ୍ୟାଙ୍କୁ ଷ୍ଟେସନରେ ଛାଡ଼ି ପଳାଇଲା ମାଆ

ବଲାଙ୍ଗିର: କୁହାଯାଏ ଯେ ମାଆର ମମତା ଆଗରେ ସବୁକିଛି ଫିକା ପଡ଼ିଯାଏ । କାରଣ ସନ୍ତାନ ପ୍ରତି ମାଆର ଭଲ ପାଇବା, ତ୍ୟାଗ ଓ ସେହ୍ନ ସଂସାରର ସବୁ କିଛିଠୁ ବହୁ  ଊର୍ଦ୍ଧ୍ୱରେ। ତେବେ ଏ କେମିତିକା ମାଆ? ଯିଏ କି ତା’ର ସନ୍ତାନକୁ ଏକାକି ଛାଡ଼ି ଛୁ ମାରିଲା।

ପଢ଼ନ୍ତୁ ପୂରା ଘଟଣା…

ବଲାଙ୍ଗିର ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ଶିଶୁ କନ୍ୟା ବୋଲି ଅନାଦାର କରି ଜଣେ ମାଆ ନିଜର ୨ ମାସର ଯାଆଁଳା ଶିଶୁକନ୍ୟାଙ୍କୁ ରେଲୱେ ଷ୍ଟେସନ୍ ପାଇଖାନାରେ ଛାଡ଼ି କୁଆଡ଼େ ଫେରାର ହୋଇଯାଇଛି। ଖବର ପାଇ ଚାଇଲ୍ଡ ଲାଇନ ଦୁଇ ଶିଶୁଙ୍କୁ ପାଇଖାନା ଭିତରୁ ଉଦ୍ଧାର କରିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଶିଶୁକନ୍ୟାଙ୍କୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ମାଆ ଛାଡ଼ି ପଳାଇଥିବା ସୂଚନା ମିଳିଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଜନ୍ମ କଲା ମାଆ ଦୁଇ ଶିଶୁଙ୍କୁ ଛାଡି ପଳାଇଲା, ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

 

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like