ପ୍ରବଳ ବର୍ଷାରେ ବୁଡ଼ିଲା ପ୍ରସିଦ୍ଧ ଅଲାରନାଥ ମନ୍ଦିର
ବ୍ରହ୍ମଗିରି: ପ୍ରବଳ ବର୍ଷାରେ ବୁଡ଼ିଲା ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର। ଗତାକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଅଲାରନାଥ ମନ୍ଦିର ବୁଡ଼ି ଯାଇଛି।
ବର୍ଷା ପାଣିରେ ଅଲାରନାଥ ମନ୍ଦିରର ବେଢ଼ା ବୁଡ଼ିଯାଇଛି। ଗର୍ଭଗୃହରେ ବି ପାଣି ପଶିଯାଇଛି। ସେଠାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଛି। ରତ୍ନ ସିଂହାସନକୁ ପାଣି ଲାଗିଯାଇଛି।
ବ୍ରହ୍ମଗିରି: ବର୍ଷାରେ ଅଲାରନାଥ ମନ୍ଦିର ବେଢ଼ା ବୁଡ଼ିଲା; ଗର୍ଭଗୃହରେ ଆଣ୍ଠୁଏ ପାଣି, ରତ୍ନ ସିଂହାସନକୁ ଲାଗିଲା ପାଣି #Odisha pic.twitter.com/dx05PqIOeI
— ଓଟିଭି (@otvkhabar) 21 July 2018