ପାଣି ପାଇଁ ଡହଳ ବିକଳ

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ପ୍ରଚଣ୍ଡ ଖରାରରେ ଜଳ କଷ୍ଟ ଭୋଗୁଛନ୍ତି ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ପଞ୍ଚାୟତର ନାରାୟଣ ନଗର ଗାଁ ଲୋକେ।

ଗାଁରେ ସମୁଦାୟ ତିନିଟି ନଳକୂପ ରହିଛି। ସେଥିମଧ୍ୟରୁ ଦୁଇଟି ଅଚଳ ହୋଇପଡ଼ିଛି। ଗାଁର ଲୋକସଂଖ୍ୟା ୨୦୦ରୁ ଅଧିକ ହୋଇଥିବା ବେଳେ ମାତ୍ର ଗୋଟିଏ ନଳକୂପରୁ ବାହାରୁଥିବା ପାଣି ନିଅଣ୍ଟ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି।

ଗାଁରେ ଜଳାଭାବ ଦୂର କରିବା ପାଇଁ ପାନୀୟଜଳ ପ୍ରକଳ୍ପ ସିନା ଅଛି, କିନ୍ତୁ ତାହା ମଧ୍ୟ ଗଲା ୬ବର୍ଷ ହେବ ଅଚଳ ହୋଇପଡ଼ିଛି। ନିମ୍ନମାନର କାମ ଯୋଗୁଁ ଷ୍ଟାଣ୍ଡପୋଷ୍ଟ ଓ ପାଇପ୍ ଲାଇନ୍ ସବୁ ଭାଙ୍ଗିରୁଜି ଯାଇଥିବାବେଳେ ମରାମତି କରାଯାଉ ନାହିଁ। ସେପଟେ ଗାଁରେ ଥିବା କୂଅ ପୋଖରୀ ସବୁ ଶୁଖିଲା ପଡ଼ିଗଲାଣି।

 

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like