ନିଶା ଦେଇ ଫଟୋ ଉଠାଇଲେ, ଭାଇରାଲ କଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ। ଜଣେ ଯୁବତୀଙ୍କ ସହ ମନ୍ଦିର ପୂଜକଙ୍କ ଭିଡିଓ ଭାଇରାଲ ହୋଇଛି।

ଏନେଇ ଯୁବତୀ ଜଣଙ୍କ ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପୂଜକଙ୍କ ଘର ଝାରପଡା ଅଞ୍ଚଳର ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ପୂଜକ ଜଣଙ୍କ ଯୁବତୀଙ୍କୁ ଘରକୁ ଯିବା ଆସିବା କରୁଥିଲେ।

ଏହାରି ମଧ୍ୟରେ ଯୁବତୀଙ୍କୁ ନିଶାଦେଇ ପୂଜକ ଜଣକ ଆପତ୍ତିଜନକ ଫଟୋ ଉଠାଇଥିଲେ। ତା’ପରେ ଶାରୀରିକ ସମ୍ପର୍କ ଲାଗି ବାଧ୍ୟ କରିଥିଲେ, ହେଲେ ଯୁବତୀ ଜଣଙ୍କ ରାଜି ନହେବାରୁ ଭିଡିଓ ଭାଇରାଲ କରିଦେଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଏହି ଅଭିଯୋଗ ଘଟଣା ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

ଆହୁରି ପଢ଼ନ୍ତୁ

ମ୍ୟାଗି ପ୍ୟାକେଟ ଦେଖି ଏମିତି ଖୁସି ହେଲେ KBCର କରୋଡପତି ଆଇପିଏସ ମୋହିତ ଶର୍ମା

କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ପିଆଜ ରସୁଣ ଚୋବାଇବା ଭିଡିଓ ଭାଇରାଲ୍

ଶେଷ ଭିଡିଓ ବାର୍ତ୍ତାରେ ‘ବାଏ…ଡାଡି…ବାଏ’ କହି ଆଖି ବୁଜିଲେ ପୁଅ

ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ

ଭୁବନେଶ୍ୱରରେ ନବ ଦମ୍ପତିଙ୍କ ଆତ୍ମହତ୍ୟା !

ରାଜଧାନୀରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌, ଧରାପଡ଼ିଲେ ୮ ବିଦେଶିନୀ

ସାଇକ୍ଲିଙ୍ଗ ଆଣ୍ଡ୍ ଆଡଭେଞ୍ଚର କ୍ଲବର ସାଇକେଲ ଶୋଭାଯାତ୍ରା

ଯୁବତୀଙ୍କୁ ପିଟିଲା ପୋଲିସ୍‌, ଭାଇରାଲ ହେଲା ମାଡ଼ ଦାଗର ଭିଡ଼ିଓ!

ଦ୍ୱିଗୁଣିତ ଭୁବନେଶ୍ୱର ବିମାନ ବନ୍ଦରର ବିମାନ ସେବା

ଯୁବକଙ୍କୁ ପିଟି ପିଟି ହତ୍ୟା

You might also like