କଟକରେ ଅଜଣା ଜନ୍ତୁ ଆତଙ୍କ: କାହାରିକୁ ମାରିନି, କୁକୁଡ଼ାଙ୍କୁ ମାରି ଖାଉଛି

କଟକ: କଟକ ସହରରେ ଅଜଣା ଜନ୍ତୁ ଆତଙ୍କ।  କଟକ ସୂତାହାଟ ଅଞ୍ଚଳରେ ଏକ ଅଜଣା ଜନ୍ତୁ ଗତ ୩ ଦିନ ଧରି ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ଯଦିଓ କାହାରିକୁ ଆକ୍ରମଣ କରିନାହିଁ, କିନ୍ତୁ କିଛି କୁକୁଡାଙ୍କୁ ମାରି ଖାଇଦେଉଥିବା ଅଭିଯୋଗ ହୋଇଛି।

ଗତ ଶୁକ୍ରବାର ଦିନ ଜଣଙ୍କ ଘର ଭିତରକୁ ପଶି ଆସିଥିବା ଏହି ଜନ୍ତୁକୁ ଦେଖି ଲୋକେ ଡରିଯାଇଥିଲେ। ହେଲେ ସେଠାରୁ ସେହି ଜନ୍ତୁଟି ନିକଟ ଏକ ଜଙ୍ଗଲକୁ ଖସି ପଳାଇ ଯାଇଥିଲା। ଲମ୍ବା ମୁହଁ ଓ ଲମ୍ବା ଲାଞ୍ଜ ଥିବା ଏହି ଜନ୍ତୁକୁ ଶାଳିଆପତନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

You might also like